କଟିଫ୍ କପ୍ ଫୁଟବଲ: ଭାରତୀୟ ମହିଳା ଟିମ୍ ବିଜୟୀ

ନୂଆଦିଲ୍ଲୀ: ରତନବାଳା ଦେବୀଙ୍କ ଡବଲ୍ ଗୋଲକୁ ଆଧାର କରି ଭାରତୀୟ ମହିଳା ଫୁଟବଲ ଟିମ୍ ସ୍ପେନରେ ଚାଲିଥିବା କଟିଫ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବଲିଭିଆକୁ ୩-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ରତନବାଳା ଦେବୀ (୩୬ତମ, ୫୮ତମ) ଦୁଇଟି ଏବଂ ବାଲା ଦେବୀ (ପଞ୍ଚମ) ଗୋଟିଏ ଗୋଲ୍ ସ୍କୋର କରିଥିଲେ। ବଲିଭିଆ ପକ୍ଷରୁ ସ୍ୱିଟୀ ଦେବୀ (ଦ୍ୱିତୀୟ) ଗୋଟିଏ ଗୋଲ୍ ଦେଇଥିଲେ। ଭାରତ ତା’ର ପ୍ରଥମ ମ୍ୟାଚରେ ସ୍ପାନିଶ୍ କ୍ଲବ୍ ଭିଲ୍ଲାରିଅଲ୍ ସିଏଫଠାରୁ […]

women-football

women-football

Ranjit Kumar Jena
  • Published: Sunday, 04 August 2019
  • Updated: 04 August 2019, 07:12 PM IST

ନୂଆଦିଲ୍ଲୀ: ରତନବାଳା ଦେବୀଙ୍କ ଡବଲ୍ ଗୋଲକୁ ଆଧାର କରି ଭାରତୀୟ ମହିଳା ଫୁଟବଲ ଟିମ୍ ସ୍ପେନରେ ଚାଲିଥିବା କଟିଫ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବଲିଭିଆକୁ ୩-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ରତନବାଳା ଦେବୀ (୩୬ତମ, ୫୮ତମ) ଦୁଇଟି ଏବଂ ବାଲା ଦେବୀ (ପଞ୍ଚମ) ଗୋଟିଏ ଗୋଲ୍ ସ୍କୋର କରିଥିଲେ। ବଲିଭିଆ ପକ୍ଷରୁ ସ୍ୱିଟୀ ଦେବୀ (ଦ୍ୱିତୀୟ) ଗୋଟିଏ ଗୋଲ୍ ଦେଇଥିଲେ।

ଭାରତ ତା'ର ପ୍ରଥମ ମ୍ୟାଚରେ ସ୍ପାନିଶ୍ କ୍ଲବ୍ ଭିଲ୍ଲାରିଅଲ୍ ସିଏଫଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଦ୍ୱିତୀୟ ମୁକାବିଲାରେ ଭାରତ ଜବରଦସ୍ତ ଖେଳ ଦେଖାଇଥିଲା। ମ୍ୟାଚ୍ ଆରମ୍ଭରୁ ବଲିଭିଆକୁ ବଡ଼ ସଫଳତା ମିଳିଥିଲା। ଟିମର ସ୍ୱିଟୀ ଦେବୀ ଦ୍ୱିତୀୟ ମିନିଟରେ ହିଁ ଗୋଲ୍ ଦେଇ ବଲିଭିଆକୁ ୧-୦ରେ ଆଗୁଆ କରାଇଥିଲେ।

କିନ୍ତୁ ତିନି ମିନିଟ୍ ପରେ ଭାରତର ବାଲା ଦେବୀ ପ୍ରତିପକ୍ଷ ଦଳର ପେନାଲ୍ଟି ଏରିଆରେ ପ୍ରବେଶ କରି ଗୋଲ୍ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ଏହା ପରେ ୩୬ତମ ମିନିଟରେ ରତନବାଳା ଦେବୀ ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳରେ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଭାରତ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିବା ବେଳେ ବଲିଭିଆ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ୫୮ତମ ମିନିଟରେ ରତନବାଳା ଭାରତ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର କରିଥିଲେ। ଏହି ଗୋଲ୍ ସହ ଭାରତ ମୁକାବିଲାକୁ ୩-୧ରେ ଏକତରଫା ଭାବେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story