ଆଇପିଏଲ-୧୦ ଲୋଗୋ ଅନାବରଣ

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌-୧୦)ର ଲୋଗୋ ଅନାବରଣ ହୋଇଛି। ଲୋଗୋରେ ୧୦ ବର୍ଷର ଗୌରବମୟ ଇତିହାସକୁ ସ୍ଥାନୀତ କରାଯାଇଛି। ବିଶେଷକରି ସମସ୍ତ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଲୋଗୋରେ ସାମିଲ କରାଯାଇଛି। ଆଇପିଏଲ୍‌ର ୧୦ ସଂସ୍କର ପାଇଁ ଗତକାଲି ନିଲାମୀ ସରିଛି। ଏଥିରେ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦାମୀ ଖେଳାଳିଭାବେ ବିକ୍ରି ହୋଇଛନ୍ତି। ତାଙ୍କୁ ୧୪ କୋଟି ଟଙ୍କାରେ କିଣିଛି ପୁଣେ ଟିମ୍‌।

ipl lojo

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 08:44 PM IST

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌-୧୦)ର ଲୋଗୋ ଅନାବରଣ ହୋଇଛି। ଲୋଗୋରେ ୧୦ ବର୍ଷର ଗୌରବମୟ ଇତିହାସକୁ ସ୍ଥାନୀତ କରାଯାଇଛି। ବିଶେଷକରି ସମସ୍ତ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଲୋଗୋରେ ସାମିଲ କରାଯାଇଛି।

ଆଇପିଏଲ୍‌ର ୧୦ ସଂସ୍କର ପାଇଁ ଗତକାଲି ନିଲାମୀ ସରିଛି। ଏଥିରେ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦାମୀ ଖେଳାଳିଭାବେ ବିକ୍ରି ହୋଇଛନ୍ତି। ତାଙ୍କୁ ୧୪ କୋଟି ଟଙ୍କାରେ କିଣିଛି ପୁଣେ ଟିମ୍‌।

Related story