ଆଇପିଏଲ ୮: ଆଜି ଅସ୍ଥିର ଦିଲ୍ଲୀକୁ ଭେଟିବ ସଂଘର୍ଷରତ ମୁମ୍ବାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୧ ତମ ମ୍ୟାଚ ଆଜି ଅନୁଷ୍ଠିତ ହେବ ଦିଲ୍ଲୀ ଡେୟାର ଡେଭିଲସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ। ଦିଲ୍ଲୀ ଡେୟାର ଡେଭିଲ୍ସ ଏଯାବତ ୫ଟି ମ୍ୟାଚ୍ ଖେଳି ୨ଟିରେ ଜିତି ଥିବା ବେଳେ ୩ଟି ହାରି ଯାଇଛି। ଅନ୍ୟପକ୍ଷରେ ମୁମ୍ବାଇର ପ୍ରଦର୍ଶନ ଦିଲ୍ଲୀଠାରୁ ବି ଖରାପ ରହିଛି। ଦଳ ୫ଟି ମ୍ୟାଚ ଖେଳି ୪ଟି ହାରିଛି ଓ ଗୋଟିଏ ଜିତିଛି। ଲଗାତାର ୪ଟି ମ୍ୟାଚ ହାରିବା ପରେ ୫ ନମ୍ବର ମ୍ୟାଚଟିକୁ ଜିତିଥିଲା […]

dumini

dumini

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 06:44 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୧ ତମ ମ୍ୟାଚ ଆଜି ଅନୁଷ୍ଠିତ ହେବ ଦିଲ୍ଲୀ ଡେୟାର ଡେଭିଲସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ। ଦିଲ୍ଲୀ ଡେୟାର ଡେଭିଲ୍ସ ଏଯାବତ ୫ଟି ମ୍ୟାଚ୍ ଖେଳି ୨ଟିରେ ଜିତି ଥିବା ବେଳେ ୩ଟି ହାରି ଯାଇଛି। ଅନ୍ୟପକ୍ଷରେ ମୁମ୍ବାଇର ପ୍ରଦର୍ଶନ ଦିଲ୍ଲୀଠାରୁ ବି ଖରାପ ରହିଛି। ଦଳ ୫ଟି ମ୍ୟାଚ ଖେଳି ୪ଟି ହାରିଛି ଓ ଗୋଟିଏ ଜିତିଛି। ଲଗାତାର ୪ଟି ମ୍ୟାଚ ହାରିବା ପରେ ୫ ନମ୍ବର ମ୍ୟାଚଟିକୁ ଜିତିଥିଲା ଦଳ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ମୁମ୍ବାଇ ବିଜୟ ଧାରାକୁ ଉଠିଥିଲା। ଆଜି ଦଳ ଏହି ବିଜୟ ଧାରାକୁ ଆଗେଇ ନେବାକୁ ଉଦ୍ୟମ କରିବ। ରୟାଲ ଚାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ଉଭୟ ଉପର ଓ ନିମ୍ନ କ୍ରମର ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ। ଲେଣ୍ଡଲ ସିମୋନ୍ସ ଓ ଉନ୍ମୁକ୍ତ ଚାନ୍ଦ ଅର୍ଦ୍ଧଶତକ କରିଥିଲେ। ଅଧିନାୟକ ରୋହିତ ଶର୍ମା ୧୫ଟି ବଲରୁ ୪୨ ରନର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। ବରିଷ୍ଠ ସ୍ପିନର ହରଭଜନ ସିଂହ ବି ଭଲ ଫର୍ମରେ ଅଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ୮ଟି ୱିକେଟ୍ ତାହିରଙ୍କ ପଛକୁ ଦ୍ୱିତୀୟରେ ଅଛନ୍ତି। ତାହିର ୫ଟି ମ୍ୟାଚରୁ ୧୦ଟି ୱିକେଟ୍ ନେଇଛନ୍ତି। ଏହା ବି ଭୁଲିବାକୁ ହେବନି ଯେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ହରଭଜନ କମାଲ ଦେଖାଥିଲେ। ୨୪ଟି ବଲରୁ ୬୪ ରନ୍ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

ଅନ୍ୟପକ୍ଷରେ ଜେପି ଡୁମିନିଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଡେୟାର ଡେଭିଲ୍ସ ଗତ ସୋମବାର କୋଲକାତାଠାରୁ ପରାଜିତ ହୋଇଥିଲା। ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଲଗାତାର ଦୁଇଟି ମ୍ୟାଚ ଜିତି ଥିବା ଦିଲ୍ଲୀର ବିଜୟ ଧାରାରେ ବ୍ରେକ୍ ଲାଗାଇ ଦେଇଥିଲା କୋଲକାତା। ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ସନ୍ତୁଳିତ ଦୃଶ୍ୟମାନ ହେଉଥିବା ଦିଲ୍ଲୀର ଦୁର୍ବଳତା ପଦାରେ ପଡ଼ିଥିଲା। ଦଳରେ ଯୁବ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟାର, ଡୁମିନୀ ଓ ଯୁବରାଜଙ୍କ ଉପରେ ଦଳ ନିର୍ଭର କରିବ। ଗତ ମ୍ୟାଚରେ ମୟଙ୍କ ଅଗ୍ରୱାଲ ୧ ରନରେ ଆଉଟ ହୋଇଯାଇଥିବା ବେଳେ ଆୟାର, ମନୋଜ ତିୱାରୀ ଓ ଯୁବରାଜ ସିଂହ ଯଥାକ୍ରମେ ୩୧, ୩୨ ଓ ୨୧ ରନ୍ କରିଥିଲେ।

କୋଲାକାତାଠାରୁ ମ୍ୟାଚ ହାରି ଦିଲ୍ଲୀ ଲଗାତାର ନବମ ଥର ପାଇଁ ନିଜ ହୋମ୍ ଗ୍ରାଉଣ୍ଡ ଫିରୋଜ ଶାହା କୋଟାଲାରେ ମ୍ୟାଚ ହାରିଥିଲା। ଆଜି ଦଳ ଏହି ଧାରାକୁ ଭାଙ୍ଗିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏହା ମୁମ୍ବାଇ ପାଇଁ ଏକ ସକାରାତ୍ମକ କଥା ହେବ ଯେ ଦିଲ୍ଲୀ ଘରୋଇ ଷ୍ଟାଡିୟମରେ ଲଗାତାର ହାରି ଆସୁଛି। ଦୁଇ ଦଳରେ କେହି ଏଯାବତ ସ୍ଥିର ପ୍ରଦର୍ଶନ କରିପାରିନଥିବା ବେଳେ ଉଭୟ ଦଳ ମ୍ୟାଚ ଜିତିରେ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story