IPL ଉଦ୍‌ଘାଟନୀ ଉତ୍ସବରେ ଜଲ୍‌ବା ଦେଖାଇବେ ହଲିଉଡ ଷ୍ଟାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ପାଇଁ ଏଥର ରହିଛି ଖାସ୍‌ କାର୍ଯ୍ୟକ୍ରମ। ବଲିଉଡ଼ ଓ ହଲିଉଡ଼ର ବଡ଼ ବଡ଼ ଷ୍ଟାର ଏଥର ନିଜର ଜଲ୍‌ୱା ଦେଖାଇବେ। ଆଇପିଏଲର ଚ୍ୟାରମ୍ୟାନ୍‌ ରାଜୀବ ଶୁକ୍ଳା କହିଛନ୍ତି ଯେ ଉଦ୍‌ଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହଲିଉଡ଼୍ ଷ୍ଟାର୍‌ ଏଥର ଉତ୍ସବରେ ସାମିଲ ହେବେ। ଆଇପିଏଲ ଏପ୍ରିଲ ୭ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଉଦ୍‌ଘାଟନୀ ଉତ୍ସବ […]

316362939-ipl_6

316362939-ipl_6

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 01:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ପାଇଁ ଏଥର ରହିଛି ଖାସ୍‌ କାର୍ଯ୍ୟକ୍ରମ। ବଲିଉଡ଼ ଓ ହଲିଉଡ଼ର ବଡ଼ ବଡ଼ ଷ୍ଟାର ଏଥର ନିଜର ଜଲ୍‌ୱା ଦେଖାଇବେ। ଆଇପିଏଲର ଚ୍ୟାରମ୍ୟାନ୍‌ ରାଜୀବ ଶୁକ୍ଳା କହିଛନ୍ତି ଯେ ଉଦ୍‌ଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହଲିଉଡ଼୍ ଷ୍ଟାର୍‌ ଏଥର ଉତ୍ସବରେ ସାମିଲ ହେବେ। ଆଇପିଏଲ ଏପ୍ରିଲ ୭ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହା ମେ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଦେଖିବାକୁ ମିଳିବ। ଶୁକ୍ଳା କହିଛନ୍ତି ଆଇପିଏଲ ଉଦ୍‌ଘାଟନୀ ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

ସେ କହିଛନ୍ତି ଏଥର ଆଇପିଏଲର ପ୍ରସାରଣ ୧୨ଟି ଚ୍ୟାନେଲରେ କରାଯିବ। ଏହା ବ୍ୟତୀତ ହିନ୍ଦି, ବଙ୍ଗଳା, ତାମିଲ, ତେଲଗୁ ଭାଷାରେ ବି ପ୍ରସାରଣ ହେବ। ଏହାସହ ୩୬ଟି ସହରରେ ଫ୍ୟାନ ପାର୍କ ସୁବିଧା କରାଯିବ। କେବଳ ଏତିକି ନୁହେଁ ବିଦେଶରେ ମଧ୍ୟ ଫ୍ୟାନ୍‌ ପାର୍କ ପାଇଁ  ଯୋଜାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story