ଆଇପିଏଲ ମହାସମର: ପ୍ଲେ-ଅଫରେ ରାଜସ୍ଥାନ ରୟାଲ

ଭୁବନେଶ୍ୱର: ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ କୋଲକାତାକୁ ହରାଇ ରାଜସ୍ଥାନ ରୟାଲ୍ସ ଦ୍ବୀତୀୟ ଟିମ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୯ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିପାରିଥିଲା। ପୂର୍ବରୁ ଅନ୍ୟ ଏକ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜ।ବକୁ ୭ ୱିକେଟରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍। […]

Kolkata-Knight-Riders-celebrate-fall-of-a-wicket2

Rakesh Mallick
  • Published: Sunday, 17 May 2015
  • Updated: 17 May 2015, 08:33 AM IST

Sports

Latest News

ଭୁବନେଶ୍ୱର: ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ କୋଲକାତାକୁ ହରାଇ ରାଜସ୍ଥାନ ରୟାଲ୍ସ ଦ୍ବୀତୀୟ ଟିମ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୯ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିପାରିଥିଲା। ପୂର୍ବରୁ ଅନ୍ୟ ଏକ ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜ।ବକୁ ୭ ୱିକେଟରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍।
ଅନ୍ୟପକ୍ଷରେ ଆଇପିଏଲ୍ରେ ଆଜି ରହିଛି ଦୁଇଟି ମ୍ୟାଚ୍। ପ୍ରଥମ ମ୍ୟାଚ୍ରେ ସମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗ।ଲୋର ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ଅପରାହ୍ନ ୪ଟାରେ ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍। ସେହିପରି ଏନ୍ୟ ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ହେବ ମୁମ୍ୱାଇ ଇଣ୍ଡିଆନସ୍ ସହ। ରାତି ୮ଟା ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story