IPL-11: ଟସ୍‌ ଜିତି ହାଇଦ୍ରାବାଦର ଫିଲ୍ଡିଂ ନିଷ୍ପତ୍ତି

ଚଳିତ ଆଇପିଏଲରେ ଆଜିର ଦ୍ୱିତୀୟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଠାରେ ଖେଳାଯାଉଛି। ଯେଉଁଥିରେ ସାମ୍ନାସାମ୍ନି ହୋଇଛନ୍ତି କେକେଆର୍‌ ଓ ସନରାଇଜର୍ସ ହାଇଦ୍ରାବାଦ। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ପୂର୍ବ ଦୁଇଟି ମ୍ୟାଚ୍‌ରେ କେକେଆର୍‌ ପାଇଁ ସୁନିଲ ନାରେନ୍‌ ଓପନିଂ କରିବାକୁ ଆସିଥିବା ବେଳେ ଆଜି ମ୍ୟାଚ୍‌ରେ ବ୍ୟାଟିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। କୋଲକାତା ପକ୍ଷରୁ ଆଜି ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଉଥାପ୍ପା ଓ କ୍ରିସ୍‌ ଲେନ୍। ପୂର୍ବରୁ […]

vivo-ipl-2018-m10-kkr-v-srh_19d1596c-3fee-11e8-bac8-9a0e74ac6915

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 08:35 PM IST

ଚଳିତ ଆଇପିଏଲରେ ଆଜିର ଦ୍ୱିତୀୟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଠାରେ ଖେଳାଯାଉଛି। ଯେଉଁଥିରେ ସାମ୍ନାସାମ୍ନି ହୋଇଛନ୍ତି କେକେଆର୍‌ ଓ ସନରାଇଜର୍ସ ହାଇଦ୍ରାବାଦ। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ପୂର୍ବ ଦୁଇଟି ମ୍ୟାଚ୍‌ରେ କେକେଆର୍‌ ପାଇଁ ସୁନିଲ ନାରେନ୍‌ ଓପନିଂ କରିବାକୁ ଆସିଥିବା ବେଳେ ଆଜି ମ୍ୟାଚ୍‌ରେ ବ୍ୟାଟିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। କୋଲକାତା ପକ୍ଷରୁ ଆଜି ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଉଥାପ୍ପା ଓ କ୍ରିସ୍‌ ଲେନ୍। ପୂର୍ବରୁ ଦୁଇଟି ମ୍ୟାଚ୍‌ ଖେଳି ଦୁଇଟିରେ ହାଇଦ୍ରାବାଦ ବିଜୟୀ ହୋଇଥିବା ବେଳେ କେକେଆର୍ ଦୁଇଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟୀ ହେବା ସହ ଗୋଟିଏରେ ପରାସ୍ତ ହୋଇଥିଲା।

Related story