ବାରବାଟୀରେ ହେବ ଫୁଟବଲ ଲିଗ୍: ଷ୍ଟାଡିୟମ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କଲେ ଆଇଏସ୍‌ଏଲ୍ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ହେବ ଇଣ୍ଡିଆନ୍ ସୁପର ଲିଗ୍। ଏଥିପାଇଁ ଆଇଏସ୍ଏଲ୍‌ର ଅଧିକାରୀମାନେ ଆଜି ବାରବାଟୀ ଷ୍ଟାଡିୟମ୍ ଆସି ଭିତ୍ତିଭୂମିର ତଦାରଖ କରିଛନ୍ତି। ଷ୍ଟାଡିୟମ୍ ସହ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଆଇଏସ୍ଏଲର ତିନି ଜଣିଆ ସଦସ୍ୟ। ଏହି ହାଇପ୍ରୋଫାଇଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଫାଓ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି ଟାଟା କମ୍ପାନୀ। ଚଳିତ ବର୍ଷ ନୂଆ ଫ୍ରାଞ୍ଚାଇଜ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 08:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ବାରବାଟୀରେ ହେବ ଇଣ୍ଡିଆନ୍ ସୁପର ଲିଗ୍। ଏଥିପାଇଁ ଆଇଏସ୍ଏଲ୍‌ର ଅଧିକାରୀମାନେ ଆଜି ବାରବାଟୀ ଷ୍ଟାଡିୟମ୍ ଆସି ଭିତ୍ତିଭୂମିର ତଦାରଖ କରିଛନ୍ତି। ଷ୍ଟାଡିୟମ୍ ସହ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଆଇଏସ୍ଏଲର ତିନି ଜଣିଆ ସଦସ୍ୟ। ଏହି ହାଇପ୍ରୋଫାଇଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଫାଓ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛି ଟାଟା କମ୍ପାନୀ। ଚଳିତ ବର୍ଷ ନୂଆ ଫ୍ରାଞ୍ଚାଇଜ ହୋଇଥିବାରୁ ବାରବାଟୀକୁ ହୋମ୍ ଭେନ୍ୟୁ କରିବା ପାଇଁ ଯୋଜନା କରିଛି। ପରେ ଏହି ଟିମ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ମଧ୍ୟ ପରିଦର୍ଶନ କରିଥିଲେ। ତେବେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ଦେଖି ଟିମ୍ ସନ୍ତୋଷବ୍ୟକ୍ତ କରିଥିଲା।

Related story