ରିଓ ଅଲିମ୍ପିକ୍‌: ଜର୍ମାନୀଠାରୁ ୨-୧ରେ ହାରିଲା ଭାରତ

ରିଓ ଡି ଜେନେରିଓ: ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ। ଦଳ ଆଜି ଜର୍ମାନୀଠାରୁ ୧-୨ରେ ପରାଜିତ ହୋଇଛି। ଶେଷ ମୂହୁର୍ତ୍ତରେ ଜର୍ମାନୀ ପକ୍ଷରୁ ଏକ ଗୋଲ ଫଳରେ ଭାରତ ପରାଜିତ ହୋଇଛି। ଜର୍ମାନୀ ପକ୍ଷରୁ ୧୮ ମିନିଟ୍‌ ନିକୋଲାସ୍‌ ୱିଲେନ୍‌ ପ୍ରଥମ ଗୋଲ ଦେଇଥିବା ବେଳେ ଭାରତ ପକ୍ଷରୁ ୨୩ ମିନିଟ୍‌ରେ ରୂପିନ୍ଦର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ।  ତୃତୀୟାର୍ଦ୍ଧ ଶେଷ ହେବା ବେଳକୁ ମ୍ୟାଚ୍‌ ୧-୧ରେ ବରାବର ରହିଥିଲା। […]

india-faill

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 10:41 PM IST

ରିଓ ଡି ଜେନେରିଓ: ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ। ଦଳ ଆଜି ଜର୍ମାନୀଠାରୁ ୧-୨ରେ ପରାଜିତ ହୋଇଛି। ଶେଷ ମୂହୁର୍ତ୍ତରେ ଜର୍ମାନୀ ପକ୍ଷରୁ ଏକ ଗୋଲ ଫଳରେ ଭାରତ ପରାଜିତ ହୋଇଛି।

ଜର୍ମାନୀ ପକ୍ଷରୁ ୧୮ ମିନିଟ୍‌ ନିକୋଲାସ୍‌ ୱିଲେନ୍‌ ପ୍ରଥମ ଗୋଲ ଦେଇଥିବା ବେଳେ ଭାରତ ପକ୍ଷରୁ ୨୩ ମିନିଟ୍‌ରେ ରୂପିନ୍ଦର ପାଲ ସିଂହ ଗୋଟିଏ ଗୋଲ ଦେଇଥିଲେ।  ତୃତୀୟାର୍ଦ୍ଧ ଶେଷ ହେବା ବେଳକୁ ମ୍ୟାଚ୍‌ ୧-୧ରେ ବରାବର ରହିଥିଲା। ଖେଳ ସରିବାକୁ ଆଉ ୩ ସେକେଣ୍ଡ ଥିବା ବେଳେ କ୍ରୀଷ୍ଟୋଫର ରୁହର ଗୋଲ ଦେଇ ଜର୍ମାନୀକୁ ବିଜୟୀ କରାଇଥିଲେ।

Related story