ଏହି ସିରିଜକୁ ଫେରିପାରନ୍ତି ଯଶପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଆହତ ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିବା ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଭ୍ୟାସ କରୁଥିବା ବେଳେ ବୁମ୍ରାଙ୍କ ପିଠିରେ ସାମାନ୍ୟ ଫ୍ରାକଚର୍ ହୋଇଥିଲା, ଯେଉଁକାରଣରୁ ବିସିସିଆଇ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଟିମକୁ ଫେରିବା […]

BUMRAH

BUMRAH

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 04:37 PM IST

Sports

Latest News

ନୂଆଦିଲ୍ଲୀ: ଆହତ ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିବା ଭାରତର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଅଭ୍ୟାସ କରୁଥିବା ବେଳେ ବୁମ୍ରାଙ୍କ ପିଠିରେ ସାମାନ୍ୟ ଫ୍ରାକଚର୍ ହୋଇଥିଲା, ଯେଉଁକାରଣରୁ ବିସିସିଆଇ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଟିମକୁ ଫେରିବା ନେଇ ମ୍ୟାନେଜମେଣ୍ଟ ଟାର୍ଗେଟ୍ ରଖିଛି।

ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, "ବାଂଲାଦେଶ ସିରିଜ୍ ପାଇଁ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ। ବୁମ୍ରା ସମ୍ପୂର୍ଣ୍ଣ ଫିଟ୍ ହୁଅନ୍ତୁ ବୋଲି କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ଚାହାନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ବୁମ୍ରାଙ୍କ ଫିଟ୍ ରହିବା ନିହାତି ଆବଶ୍ୟକ, କାରଣ ତିନୋଟି ଯାକ ପାଇଁ ଟିମରେ ତାଙ୍କର ଆବଶ୍ୟକତା ରହିଛି।"

ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆହୁରି କୁହାଯାଇଛି ଯେ, "ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ତାଙ୍କର ପ୍ରତ୍ୟାବର୍ତ୍ତନ ଆଶା କରୁଛୁ। ଯେହେତୁ ବୁମ୍ରା ଟିମର ମୁଖ୍ୟ ବୋଲର, ତେଣୁ ତାଙ୍କ ଆହତକୁ ନେଇ ଆମେ କୌଣସି ରିସ୍କ ଉଠାଇବାକୁ ଚାହୁଁନାହୁଁ। ଯେପର୍ଯ୍ୟନ୍ତ ସେ ଶତପ୍ରତିଶତ ଫିଟ୍ ହୋଇନାହାନ୍ତି, ସେ ଯାଏ ଟିମରୁ ବାହାରେ ରହିବେ। ଏହି ଭାରତୀୟ ପେସ୍ ବୋଲର ଜଣକ ରିହ୍ୟାବରେ ରହିବେ ଏବଂ ପୂରା ଫିଟ୍ ହେବା ପରେ ହିଁ ଟିମକୁ ଫେରିବେ। ତେବେ ଚଳିତ ବର୍ଷ ସେ ଟେଷ୍ଟ ଚାମ୍ପିୟନଶିପର ମୁକାବିଲାରେ ଭାରତୀୟ ଟିମ୍ ପାଇଁ ଉପଲବ୍ଧ ହେବେ ନାହିଁ। ତାଙ୍କ ଆହତ ଉପରେ ନୀତୀନ ପଟେଲ ନଜର ରଖିଛନ୍ତି। ନୀତୀନ ପଟେଲ ହିଁ ବୁମ୍ରାଙ୍କ ଆହତ ସମ୍ପର୍କରେ ଅପଡେଟ୍ ଦେଇପାରିବେ।"

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପରେ କ୍ୟାପଟେନ୍ କୋହଲି ଖେଳାଳିମାନଙ୍କର କାର୍ଯ୍ୟଭାରକୁ ନେଇ କହିଥିଲେ, "ଖେଳାଳିମାନଙ୍କ କାର୍ଯ୍ୟଭାରକୁ ମ୍ୟାନେଜ୍ କରିବା ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଏହି କାରଣରୁ ବୁମ୍ରାଙ୍କୁ ବିଶ୍ୱକପ୍ ପରେ ସୀମିତ ଓଭରରେ କମ୍ ସୁଯୋଗ ମିଳିଥିଲା, କାରଣ ଆମେ ଚାହୁଁଛୁ ସେ ଟେଷ୍ଟ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତୁ। ଟେଷ୍ଟ ଚାମ୍ପିୟନଶିପରେ ସେ ଟିମ୍ ପାଇଁ ମୁଖ୍ୟ ଅସ୍ତ୍ର। ବୁମ୍ରା କେଉଁ ସ୍ତରର ବୋଲର ଏବଂ ତାଙ୍କ ଉପସ୍ଥିତି ବିରୋଧ ଟିମ୍ ଉପରେ କ'ଣ ପ୍ରଭାବ ପକାଇବ, ତାହା ଆମ ସମସ୍ତଙ୍କୁ ଜଣା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story