‘ଟପ୍’ ଯୋଜନାରେ ଜଉନା ଓ ରଞ୍ଜିତ ସାମିଲ

ଭୁବନେଶ୍ୱର: ୨୦୧୬ ଓ ୨୦୨୦ ଅଲିମ୍ପିକ୍ ଗେମ୍ସ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଟାର୍ଗେଟ୍ ଅଲିମ୍ପିକ ପୋଡିୟମ୍ (ଟପ୍) ଯୋଜନାରେ ସାମିଲ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ପ୍ରମୁଖ ଖେଳାଳି। ସେମାନେ ହେଲେ ଜଉନା ମୁର୍ମୁ ଓ ରଞ୍ଜିତ ନାୟକ। ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ଜଉନା ହଡଲର୍ସ ଓ ୪ ଗୁଣା ୪୦୦ ମିଟରର ରିଲେରେ ଜଉନା ଦୁଇଟି ସ୍ୱର୍ଣ୍ଣ […]

jouna-murmu-2

jouna-murmu-2

Rakesh Mallick
  • Published: Monday, 15 February 2016
  • Updated: 15 February 2016, 05:37 PM IST

ଭୁବନେଶ୍ୱର: ୨୦୧୬ ଓ ୨୦୨୦ ଅଲିମ୍ପିକ୍ ଗେମ୍ସ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଟାର୍ଗେଟ୍ ଅଲିମ୍ପିକ ପୋଡିୟମ୍ (ଟପ୍) ଯୋଜନାରେ ସାମିଲ ହୋଇଛନ୍ତି ଓଡ଼ିଶାର ଦୁଇ ଜଣ ପ୍ରମୁଖ ଖେଳାଳି। ସେମାନେ ହେଲେ ଜଉନା ମୁର୍ମୁ ଓ ରଞ୍ଜିତ ନାୟକ। ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ଜଉନା ହଡଲର୍ସ ଓ ୪ ଗୁଣା ୪୦୦ ମିଟରର ରିଲେରେ ଜଉନା ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୨୦୧୬ ଓ ୨୦୨୦ ଅଲିମ୍ପିକରେ ପଦକ ଜିତି ପାରିବା ଭଳି ଦକ୍ଷତା ଥିବା ଖେଳାଳିମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ତାଲିମ ଆଦି ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ସ୍ପୋର୍ଟସ୍ ଡେଭଲପ୍‌ମେଣ୍ଟ ଫଣ୍ଡ୍ (ଏନ୍‌ଏସ୍‌ଡିଏଫ୍)ରେ ଟପ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିରେ ବିଶେଷ ଭାବେ ଆଥଲେଟିକ୍ସ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ବକ୍ସିଂ, ରେସଲିଂ ଓ ସୁଟିଂ ଆଦିରେ ଗୁରୁତ୍ୱ ଦିଆଯାଉଛି। ଏହି ଯୋଜନା ଅଧୀନରେ ଖେଳାଳି ଚୟନ କରିବାକୁ ଏକ କମିଟି ଗଠନ କରାଯାଇଛି। ଏହି କମିଟିକୁ କୁହାଯାଉଛି ‘ଟପ୍ ସ୍କିମ୍ ଇଲାଇଟ୍ ଆଥଲେଟିକ୍ସ ଆଡେଣ୍ଟିଫିକେସନ୍ କମିଟି’। ସାଂସଦ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟିରେ ରାହୁଲ ଦ୍ରାବିଡ, ଗୋପିଚାନ୍ଦ, ଅଭିନବ ବିନ୍ଦ୍ର ଓ ଏମ୍‌ସି ମେରିକମ୍ ପ୍ରମୁଖ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story