ରାଜ୍ୟ ସରକାରଙ୍କୁ ଜୁଏଲଙ୍କ ଟାର୍ଗେଟ୍: କହିଲେ ରାଜ୍ୟ କୋଟରୀ କରି ରଖିଛି, କାହାକୁ ପଶିବାକୁ ଦେଉନି

ଭୁବନେଶ୍ୱରରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରସରକାରଙ୍କ ସହାୟତାରେ ଏତେବଡ ପ୍ରତିଯୋଗିତା ଓଡିଶାରେ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ସବୁତକ ଶ୍ରେୟ ନିଜେ ନେବାକୁ ଚେଷ୍ଟା ଚଳାଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏହାସହ ରାଜ୍ୟ କୋଟେରୀ କରି ରଖିଛି, କାହାକୁ ପଶିବାକୁ ଦେଉନି ବୋଲି ଜୁଏଲ ଅଭିଯୋଗ କରିଛନ୍ତି। ତାଙ୍କୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଜୁଏଲ କହିଛନ୍ତି। […]

JUAL ORAM

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 04:21 PM IST

ଭୁବନେଶ୍ୱରରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରସରକାରଙ୍କ ସହାୟତାରେ ଏତେବଡ ପ୍ରତିଯୋଗିତା ଓଡିଶାରେ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ସବୁତକ ଶ୍ରେୟ ନିଜେ ନେବାକୁ ଚେଷ୍ଟା ଚଳାଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏହାସହ ରାଜ୍ୟ କୋଟେରୀ କରି ରଖିଛି, କାହାକୁ ପଶିବାକୁ ଦେଉନି ବୋଲି ଜୁଏଲ ଅଭିଯୋଗ କରିଛନ୍ତି। ତାଙ୍କୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଜୁଏଲ କହିଛନ୍ତି। ତେବେ ଅନ୍ୟ କାମ ଥିବାରୁ ସେ ଯାଇପାରିବେନି ବୋଲି କହିଛନ୍ତି ଜୁଏଲ।

Related story