ଜୁନିଅର ହକି ବିଶ୍ୱକପ୍‌: ଆସନ୍ତାକାଲି ଭାରତ-ସ୍ପେନ୍‌ କ୍ୱାର୍ଟର ଫାଇନାଲ

ଲକ୍ଷ୍ନୌ: ଜୁନିଅର ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଆସନ୍ତାକାଲି ଭାରତ ସ୍ପେନକୁ ଭେଟିବ। ପୁଲ୍‌ ମ୍ୟାଚ୍‌ରେ ଭାରତ ତା’ର ସମସ୍ତ ୩ଟି ମ୍ୟାଚ୍‌ ଜିତିଛି। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚ୍‌ ଜିତିବାକୁ ଭାରତୀୟ ଖେଳାଳିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌କୁ ଭାରତ ୨-୧ ଗୋଲରେ ଜିତି ଥିଲା। ଭାରତ ପୁଲ୍‌ ମ୍ୟାଚ୍‌ରେ ପ୍ରଥମେ କାନାଡ଼ାକୁ ୪-୦ ଓ ପରେ ଇଂଲଣ୍ଡକୁ ୫-୩ ଗୋଲରେ ପରାସ୍ତ କରିଥିଲା।

junior-hockey-team

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 06:17 PM IST

ଲକ୍ଷ୍ନୌ: ଜୁନିଅର ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଆସନ୍ତାକାଲି ଭାରତ ସ୍ପେନକୁ ଭେଟିବ।

ପୁଲ୍‌ ମ୍ୟାଚ୍‌ରେ ଭାରତ ତା’ର ସମସ୍ତ ୩ଟି ମ୍ୟାଚ୍‌ ଜିତିଛି। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚ୍‌ ଜିତିବାକୁ ଭାରତୀୟ ଖେଳାଳିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌କୁ ଭାରତ ୨-୧ ଗୋଲରେ ଜିତି ଥିଲା।

ଭାରତ ପୁଲ୍‌ ମ୍ୟାଚ୍‌ରେ ପ୍ରଥମେ କାନାଡ଼ାକୁ ୪-୦ ଓ ପରେ ଇଂଲଣ୍ଡକୁ ୫-୩ ଗୋଲରେ ପରାସ୍ତ କରିଥିଲା।

Related story