କଳିଙ୍ଗ ଲାନସର୍ସକୁ ୬-୦ରେ ହରାଇ ସେମି ଫାଇନାଲରେ ଦିଲ୍ଲୀ ୱେଭାଇଡର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ରେ କଳିଙ୍ଗ ଲାନସର୍ସ, ଦିଲ୍ଲୀ ୱେଭରାଇଡର୍ସଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ୱେଭାଇଡର୍ସ ୬-୦ରେ କଳିଙ୍ଗ ଲାନସର୍ସକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଦୀଲ୍ଲୀ ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ ଥିଲା। ଯଦି ଦଳ ଏହି ମ୍ୟାଚ୍ ହାରି ଯାଇଥାନ୍ତି ତେବେ ଦବଙ୍ଗ ମୁମ୍ବାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥାନ୍ତି। ଅନ୍ୟପକ୍ଷେ ମ୍ୟାଚ ହାରିବା ସତ୍ତ୍ୱେ କଳିଙ୍ଗ ଲାନସର୍ସ ସେମିଫାଇନାଲ୍‌କୁ ଯାଇଛି। […]

Kalinga_Lancers

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 06:08 PM IST

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ଶେଷ ଲିଗ୍ ମ୍ୟାଚ୍ରେ କଳିଙ୍ଗ ଲାନସର୍ସ, ଦିଲ୍ଲୀ ୱେଭରାଇଡର୍ସଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ୱେଭାଇଡର୍ସ ୬-୦ରେ କଳିଙ୍ଗ ଲାନସର୍ସକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଦୀଲ୍ଲୀ ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ ଥିଲା। ଯଦି ଦଳ ଏହି ମ୍ୟାଚ୍ ହାରି ଯାଇଥାନ୍ତି ତେବେ ଦବଙ୍ଗ ମୁମ୍ବାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥାନ୍ତି। ଅନ୍ୟପକ୍ଷେ ମ୍ୟାଚ ହାରିବା ସତ୍ତ୍ୱେ କଳିଙ୍ଗ ଲାନସର୍ସ ସେମିଫାଇନାଲ୍‌କୁ ଯାଇଛି। ଗତକାଲି ଏକ ଲିଗ୍‌ ମ୍ୟାଚ୍‌ରେ ଦବଙ୍ଗ ମୁମ୍ବାଇ ୬-୩ରେ ଉତ୍ତର ପ୍ରଦେଶ ୱିଜାଡର୍ସକୁ ହରାଇବା ପରେ କଳିଙ୍ଗ ଲାନସର୍ସର ସେମି ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଯାଇଛି।

Related story