‘ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ଭେନ୍ୟୁ’

ଭୁବନେଶ୍ୱର: ରାଜ୍ୟ କ୍ରିଡା ପାଇଁ ଆଉ ଏକ ଖୁସି ଖବର । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ହେବ ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି  ଅଥଲେଟିକ୍‌ ଫେଡରେସନ୍‌ ଅଫ ଇଣ୍ଡିଆର ସଭାପତି ଆଦିଲ୍‌ ସୁମାରୀ ବାଲା । ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମ ହେଉଛି ଦେଶର ଶ୍ରେଷ୍ଠ ଭେନ୍ୟୁ । ତେଣୁ ଏଠାରେ ଆଥଲେଟିକ୍‌ ଚାମ୍ପିଅନସିପ୍‌ କରିବା ପାଇଁ […]

kalinga stadium

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 06:43 PM IST

ଭୁବନେଶ୍ୱର: ରାଜ୍ୟ କ୍ରିଡା ପାଇଁ ଆଉ ଏକ ଖୁସି ଖବର । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ହେବ ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି  ଅଥଲେଟିକ୍‌ ଫେଡରେସନ୍‌ ଅଫ ଇଣ୍ଡିଆର ସଭାପତି ଆଦିଲ୍‌ ସୁମାରୀ ବାଲା । ଭୁବନେଶ୍ୱର କଳିଙ୍ଗଷ୍ଟାଡିୟମ ହେଉଛି ଦେଶର ଶ୍ରେଷ୍ଠ ଭେନ୍ୟୁ । ତେଣୁ ଏଠାରେ ଆଥଲେଟିକ୍‌ ଚାମ୍ପିଅନସିପ୍‌ କରିବା ପାଇଁ ଯଥେଷ୍ଟ ଭିତ୍ତିଭୂମି ରହିଥିବା କହିଛନ୍ତି ଆଦିଲ୍‌ ସୁମାରୀ ବାଲା। ଏହି ପ୍ରତିଯୋଗୀତାରେ ଏସିଆର ୪୫ଟି ଦେଶ ଭାଗନେବେ ସେ ସୂଚନା ଦେଇଛନ୍ତି

Related story