ସିଏସି ମୁଖ୍ୟ ପଦରୁ ଇସ୍ତଫା ଦେଲେ କପିଲ୍ ଦେବ

ନୂଆଦିଲ୍ଲୀ: ଶାନ୍ତା ରଙ୍ଗାସ୍ୱାମୀଙ୍କ ପରେ କପିଲ୍ ଦେବ ମଧ୍ୟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଥିଲେ, ଯାହାର ଦିନକ ପରେ ଶାନ୍ତ ରଙ୍ଗାସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏବେ କପିଲ୍ ମଧ୍ୟ ତାଙ୍କ ପଥ ଅନୁସରଣ କରି ଇସ୍ତଫା ଦେଇଛନ୍ତି। ସିଏସିର ତିନିଜଣିଆ ସଦସ୍ୟରେ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ଅଛନ୍ତି। […]

kapil

kapil

Ranjit Kumar Jena
  • Published: Wednesday, 02 October 2019
  • Updated: 02 October 2019, 08:05 PM IST

ନୂଆଦିଲ୍ଲୀ: ଶାନ୍ତା ରଙ୍ଗାସ୍ୱାମୀଙ୍କ ପରେ କପିଲ୍ ଦେବ ମଧ୍ୟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଥିଲେ, ଯାହାର ଦିନକ ପରେ ଶାନ୍ତ ରଙ୍ଗାସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏବେ କପିଲ୍ ମଧ୍ୟ ତାଙ୍କ ପଥ ଅନୁସରଣ କରି ଇସ୍ତଫା ଦେଇଛନ୍ତି। ସିଏସିର ତିନିଜଣିଆ ସଦସ୍ୟରେ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ଅଛନ୍ତି।

ତେବେ କପିଲ୍ ଦେବ କାହିଁକି ପଦ ଛାଡ଼ିଲେ, ତାହା ଖୁଲାସା ହୋଇନାହିଁ, କିନ୍ତୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସନିକ କମିଟି (ସିଓଏ)କୁ ଇ-ମେଲ୍ କରି ନିଜ ନିଷ୍ପତ୍ତିର ସୂଚନା ଦେଇଛନ୍ତି। କପିଲ୍ ସିଓଏର ମୁଖ୍ୟ ବିନୋଦ ରାୟ ଓ ବିସିସିଆଇର ସିଇଓ ରାହୁଲ ଜୋହରିଙ୍କୁ ଇ-ମେଲରେ ଲେଖିଛନ୍ତି, ବିଶେଷକରି ପୁରୁଷ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଚୟନ କରିବା ପାଁଇ ଆଡ୍-ହକ୍ ସିଏସିର ସଦସ୍ୟ ହେବା ଖୁସିର କଥା ଥିଲା। ମୁଁ ମୋ ଇସ୍ତଫା ପତ୍ର ଆପଣଙ୍କୁ ପଠାଉଛି।

ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ସେପ୍ଟେମ୍ବରରେ ସିଏସିର ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗୁପ୍ତା ଅଭିଯୋଗ କରିଥିଲେ ଯେ, ସିଏସିର ସଦସ୍ୟମାନେ ଏକାସାଙ୍ଗରେ ଅନେକ ଭୂମିକା ବହନ କରୁଛନ୍ତି। କପିଲଙ୍କ ଉପରେ ଦ୍ୱୈତ ସ୍ୱାର୍ଥ ବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟର ଅଭିଯୋଗ ରହିଛି।

୧୯୮୩ ବିଶ୍ୱବିଜେତା କ୍ୟାପଟେନ୍ କପିଲ୍ ଦେବ ସିଏସିର ସଦସ୍ୟ ବ୍ୟତୀତ କମେଣ୍ଟେଟର, ଏକ ଫ୍ଲଡଲାଇଟ୍ କମ୍ପାନୀର ମାଲିକ ଏବଂ ଭାରତୀୟ କ୍ରିକେଟର୍ସ ସଂଘର ସଦସ୍ୟ ମଧ୍ୟ ଅଛନ୍ତି। ସେହିପରି ଗାଏକ୍ୱାଡ୍ ମଧ୍ୟ ଦ୍ୱୈତ ସ୍ୱାର୍ଥରେ ଜଡ଼ିତ ଅଛନ୍ତି, କାରଣ ସେ ଏକ ଏକାଡେମୀର ମାଲିକ ଅଛନ୍ତି ଏବଂ ବିସିସିଆଇ ଦ୍ୱାରା ମାନ୍ୟତାପ୍ରାପ୍ତ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ତାଙ୍କ ଅନୁଯାୟୀ, ଭାରତୀୟ ମହିଳା କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ରଙ୍ଗାସ୍ୱାମୀ ସିଏସି ବ୍ୟତୀତ ଆଇସିଏରେ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story