କଟକଣା ଉଠାଇଲା, ୱାଙ୍ଖେଡେକୁ ଯାଇପାରିବେ ଶାହାରୁଖ

ନୂଆଦିଲ୍ଲୀ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମକୁ ପ୍ରବେଶ କରିପାରିବେ କୋଲକାତା ନାଇଟ୍ ରାଇଡର ମାଲିକ ତଥା କିଙ୍ଗ ଖାନ ଶାହରୁଖ। ୨୦୧୨ ମେ’ରୁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ) ଲଗାଇ ଥିବା ୫ ବର୍ଷିଆ କଟକଣାକୁ ରବିବାର ଉଠାଇ ଦେଇଛି। ସୂଚନାଯୋଗ୍ୟ, ୨୦୧୨ରେ ଏହି ଷ୍ଟାଡିୟମରେ କୋଲକତା ଓ ପଞ୍ଜାବ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯିବା ପରେ ଷ୍ଟାଡିୟମରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଶାହାରୁଖ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମୁମ୍ବାଇ କ୍ରିକେଟ ଆସୋସିଏଶନ ତାଙ୍କ […]

saharukh khan

saharukh khan

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 10:49 AM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମକୁ ପ୍ରବେଶ କରିପାରିବେ କୋଲକାତା ନାଇଟ୍ ରାଇଡର ମାଲିକ ତଥା କିଙ୍ଗ ଖାନ ଶାହରୁଖ। ୨୦୧୨ ମେ’ରୁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ) ଲଗାଇ ଥିବା ୫ ବର୍ଷିଆ କଟକଣାକୁ ରବିବାର ଉଠାଇ ଦେଇଛି।

ସୂଚନାଯୋଗ୍ୟ, ୨୦୧୨ରେ ଏହି ଷ୍ଟାଡିୟମରେ କୋଲକତା ଓ ପଞ୍ଜାବ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯିବା ପରେ ଷ୍ଟାଡିୟମରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଶାହାରୁଖ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମୁମ୍ବାଇ କ୍ରିକେଟ ଆସୋସିଏଶନ ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story