ଭାରତ ବିପକ୍ଷରେ ଖ୍ୱାଜାଙ୍କ ଦ୍ୱିତୀୟ ଶତକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟିମ୍ ଓପ୍ନର ଉସମାନ ଖ୍ୱାଜା ଭାରତ ବିପକ୍ଷରେ ଦ୍ବିତୀୟ ଶତକ ମାରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ମାରିଥିବା ଖ୍ୱାଜା ଫିରୋଜ ଶାହ କୋଟଲାରେ ମଧ୍ୟ ତିନିଅଙ୍କ ଛୁଇଁଛନ୍ତି। ତେବେ ଶତକ ମାରିବା ପରେ ପରେ ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଛନ୍ତି। ଭ୍ରମଣକାରୀ ଦଳର ସ୍କୋର ୧୭୫ ଥିବା ବେଳେ ଖ୍ୱାଜା କୋହଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରାଞ୍ଚିରେ ସେ ୧୦୪ ରନ୍ କରିଥିବା ବେଳେ ମୋହାଲିରେ ୯୧ […]

kha

kha

Ranjit Kumar Jena
  • Published: Wednesday, 13 March 2019
  • Updated: 13 March 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟିମ୍ ଓପ୍ନର ଉସମାନ ଖ୍ୱାଜା ଭାରତ ବିପକ୍ଷରେ ଦ୍ବିତୀୟ ଶତକ ମାରିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ମାରିଥିବା ଖ୍ୱାଜା ଫିରୋଜ ଶାହ କୋଟଲାରେ ମଧ୍ୟ ତିନିଅଙ୍କ ଛୁଇଁଛନ୍ତି।

ତେବେ ଶତକ ମାରିବା ପରେ ପରେ ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଛନ୍ତି। ଭ୍ରମଣକାରୀ ଦଳର ସ୍କୋର ୧୭୫ ଥିବା ବେଳେ ଖ୍ୱାଜା କୋହଲିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରାଞ୍ଚିରେ ସେ ୧୦୪ ରନ୍ କରିଥିବା ବେଳେ ମୋହାଲିରେ ୯୧ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। କୋଟଲାରେ ସେ ୧୦୬ ବଲରେ ୧୦ ଚୌକା ଓ ୨ ଛକା ସହ ୧୦୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story