IPL-11: ପୁଣି ହାରିଲା କୋହଲିଙ୍କ ଟିମ୍‌

୬ ୱିକେଟ୍‌ରେ ଆର୍‌ସିବିକୁ ପରାସ୍ତ କଲା କେକେଆର୍‌। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲର ୨୯ ତମ ମ୍ୟାଚ୍‌ରେ କ୍ରିସ୍‌ ଲେନଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ କେକେଆର୍‌ ବିଜୟ ହାସଲ କରିଛି। ଓପନର୍‌ କ୍ରିସ୍‌ ଲେନ୍‌ ଅପରାଜିତ ୬୨ ରନ୍‌ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌ ଭାବେ ଉଥାପ୍ପା ୩୬ ରନ କରିଥିଲେ। ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ କରିପାରିଥିଲା। ଆର୍‌ସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି  ୪୪ଟି […]

18kohli

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 12:15 AM IST

୬ ୱିକେଟ୍‌ରେ ଆର୍‌ସିବିକୁ ପରାସ୍ତ କଲା କେକେଆର୍‌। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲର ୨୯ ତମ ମ୍ୟାଚ୍‌ରେ କ୍ରିସ୍‌ ଲେନଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ କେକେଆର୍‌ ବିଜୟ ହାସଲ କରିଛି। ଓପନର୍‌ କ୍ରିସ୍‌ ଲେନ୍‌ ଅପରାଜିତ ୬୨ ରନ୍‌ କରିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌ ଭାବେ ଉଥାପ୍ପା ୩୬ ରନ କରିଥିଲେ। ଆର୍‌ସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ କରିପାରିଥିଲା। ଆର୍‌ସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି  ୪୪ଟି ବଲ୍‌ରୁ ୬୮ ରନ୍‌ର ଆକର୍ଷଣୀୟ ଇଂନିସ ଖେଳିଥିଲେ।

Related story