ହାଇଦ୍ରାବାଦକୁ ହରାଇ ୧୭ ରନରେ ଜିତିଲା କୋଲକାତା

କୋଲକାତା:ଚଳିତ ଆଇପିଏଲର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରସ୍ତା କରିଛି କୋଲକାତା ନାଇଟ୍‌ ରାଇଡର୍ସ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ୱିକେଟ୍‌ ହରାଇ ୧୭୨ ରନ କରିଥିଲା। ଦଳ ପକ୍ଷରୁ ରବୀନ ଉତ୍ଥାପା ଫର୍ମକୁ ଫେରିଛନ୍ତି। ସେ ସର୍ବାଧିକ ୬୮ରନ କରିଥିଲେ। ଅନ୍ୟପଟେ ୧୭୨ରନ ଲକ୍ଷ୍ୟ ନେଇ ହାଇଦ୍ରାବାଦ ପଡିଆକୁ ଓହ୍ଲାଇଥିଲା। ହାଇଦ୍ରାବାଦ ୨୦ଓଭରରେ ମାତ୍ର ୧୫୫ ରନ କରିବାରେ ସାମର୍ଥ୍ୟ ହୋଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍‌ […]

KKR-vs-SRH

Rakesh Mallick
  • Published: Saturday, 15 April 2017
  • , Updated: 15 April 2017, 10:58 PM IST

କୋଲକାତା:ଚଳିତ ଆଇପିଏଲର ଆଜି ଖେଳାଯାଇଥିବା ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରସ୍ତା କରିଛି କୋଲକାତା ନାଇଟ୍‌ ରାଇଡର୍ସ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ୱିକେଟ୍‌ ହରାଇ ୧୭୨ ରନ କରିଥିଲା। ଦଳ ପକ୍ଷରୁ ରବୀନ ଉତ୍ଥାପା ଫର୍ମକୁ ଫେରିଛନ୍ତି। ସେ ସର୍ବାଧିକ ୬୮ରନ କରିଥିଲେ। ଅନ୍ୟପଟେ ୧୭୨ରନ ଲକ୍ଷ୍ୟ ନେଇ ହାଇଦ୍ରାବାଦ ପଡିଆକୁ ଓହ୍ଲାଇଥିଲା। ହାଇଦ୍ରାବାଦ ୨୦ଓଭରରେ ମାତ୍ର ୧୫୫ ରନ କରିବାରେ ସାମର୍ଥ୍ୟ ହୋଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍‌ କୋଲକାତାର ବୋଲିଂ ଆକ୍ରମଣକୁ ସମ୍ନା କରିପାରିନଥିଲେ।

 

Related story