ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଆଜି ପଞ୍ଜାବ ପକ୍ଷରୁ ଘୋଷଣା କରାଯାଇଛି।
ପଞ୍ଜାବ ଦଳର ସହମାଲିକ ନେସ୍ ୱାଡିଆ କହିଛନ୍ତି, ଆଗାମୀ ସିଜନ୍ ପାଇଁ ରାହୁଲଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରି ଆମେ ବହୁତ ଖୁସି। ବିଗତ ସିଜନରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଆସିଛି ଏବଂ ବର୍ତ୍ତମାନ ସେ ନିଜ ପ୍ରଦର୍ଶନକୁ ଆହୁରି ମଜଭୁତ୍ କରିଛନ୍ତି। ସେ ସର୍ବଦା ନିଜ ସମାଲୋଚକଙ୍କୁ ଶାନ୍ତ ରହି ଜବାବ ଦିଅନ୍ତି।
ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍ ନୁହନ୍ତି, ବରଂ ଜଣେ ସଫଳ କ୍ୟାପଟେନ୍ ମଧ୍ୟ ହୋଇପାରିବେ। ତାଙ୍କୁ ସର୍ବସମ୍ମତି ଭାବେ ଟିମର କ୍ୟାପଟେନ୍ ହୋଇଛନ୍ତି। ରାହୁଲଙ୍କ ୨୦୧୮ରେ ପଞ୍ଜାବ ୧୧ କୋଟି ଟଙ୍କାରେ କିଣିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।
National
ମନମୋହନଙ୍କୁ ଅଶ୍ରୁଳ ବିଦାୟ, ପଞ୍ଚଭୂତରେ ଲୀନ ହେଲେ
ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
National
ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି
ଇଡି ତାଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ କହିଛି।
National
ବାର୍ଥଡେ' ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍ପି, ନ ମିଳିବାରୁ କଲେ ଫାୟରିଂ
ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି।
National
ତେଜିଲା `ସ୍ମାରକସ୍ଥଳ' ରାଜନୀତି, ଜାଗା ଯୋଗାଇ ଦେବାକୁ କେନ୍ଦ୍ର ରାଜି
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।