ରାହୁଲ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଆଜି ପଞ୍ଜାବ ପକ୍ଷରୁ ଘୋଷଣା କରାଯାଇଛି। ପଞ୍ଜାବ ଦଳର ସହମାଲିକ ନେସ୍ ୱାଡିଆ କହିଛନ୍ତି, ଆଗାମୀ ସିଜନ୍ ପାଇଁ ରାହୁଲଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରି ଆମେ ବହୁତ ଖୁସି। ବିଗତ ସିଜନରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଆସିଛି ଏବଂ ବର୍ତ୍ତମାନ ସେ ନିଜ ପ୍ରଦର୍ଶନକୁ ଆହୁରି ମଜଭୁତ୍ […]

rahul1

rahul1

Ranjit Kumar Jena
  • Published: Thursday, 19 December 2019
  • Updated: 19 December 2019, 10:26 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ଆଜି ପଞ୍ଜାବ ପକ୍ଷରୁ ଘୋଷଣା କରାଯାଇଛି।

ପଞ୍ଜାବ ଦଳର ସହମାଲିକ ନେସ୍ ୱାଡିଆ କହିଛନ୍ତି, ଆଗାମୀ ସିଜନ୍ ପାଇଁ ରାହୁଲଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରି ଆମେ ବହୁତ ଖୁସି। ବିଗତ ସିଜନରେ ତାଙ୍କର ପ୍ରଦର୍ଶନ ବହୁତ ଭଲ ରହିଆସିଛି ଏବଂ ବର୍ତ୍ତମାନ ସେ ନିଜ ପ୍ରଦର୍ଶନକୁ ଆହୁରି ମଜଭୁତ୍ କରିଛନ୍ତି। ସେ ସର୍ବଦା ନିଜ ସମାଲୋଚକଙ୍କୁ ଶାନ୍ତ ରହି ଜବାବ ଦିଅନ୍ତି।

ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍ ନୁହନ୍ତି, ବରଂ ଜଣେ ସଫଳ କ୍ୟାପଟେନ୍ ମଧ୍ୟ ହୋଇପାରିବେ। ତାଙ୍କୁ ସର୍ବସମ୍ମତି ଭାବେ ଟିମର କ୍ୟାପଟେନ୍ ହୋଇଛନ୍ତି। ରାହୁଲଙ୍କ ୨୦୧୮ରେ ପଞ୍ଜାବ ୧୧ କୋଟି ଟଙ୍କାରେ କିଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story