କୋଲକାତା ଦିନିକିଆ: କୋହଲି ପୁଣି ଦେଖାଇଲେ ଯାଦୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଇଡେନ୍ ଗାର୍ଡେନ ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର୍‌। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍‌ରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରଥମରୁ ଆଉଟ୍‌ ହୋଇଯାଇଥିଲେ। ଏହାପରେ ପଡିଆକୁ ଆସିଥିଲେ ଅଧିନାୟକ କୋହଲି। କୋହଲିଙ୍କ ସହ ମିଶି ଓପନର୍‌ ବ୍ୟାଟ୍ସମ୍ୟାନ୍‌ ରାହାନେ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ୫୫ ରନ କରିବା ପରେ ରାହାନେ ଆଉଟ୍‌ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 03:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକାତାର ଇଡେନ୍ ଗାର୍ଡେନ ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର୍‌। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍‌ରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରଥମରୁ ଆଉଟ୍‌ ହୋଇଯାଇଥିଲେ। ଏହାପରେ ପଡିଆକୁ ଆସିଥିଲେ ଅଧିନାୟକ କୋହଲି। କୋହଲିଙ୍କ ସହ ମିଶି ଓପନର୍‌ ବ୍ୟାଟ୍ସମ୍ୟାନ୍‌ ରାହାନେ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ୫୫ ରନ କରିବା ପରେ ରାହାନେ ଆଉଟ୍‌ ହୋଇଥିଲେ। ସେପଟେ କୋହଲି ଧର୍ଯ୍ୟର ସହ ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି।

Related story