ଦାଢି କାଟିଲେ କଟି: ବିରାଟ୍‌-ଅନୁଷ୍କା ପ୍ରେମ କାହାଣୀରେ ନୂଆ ଟୁଇଷ୍ଟ

ବାଙ୍ଗାଲୋର: କୋହଲି ଓ ଅନୁଷ୍କାଙ୍କ ପ୍ରେମକୁ ନେଇ ସବୁଠି ଚର୍ଚ୍ଚା। କିଛିଦିନ ଗୋପନରେ ଚାଲିବା ପରେ ଏବେ ଖୁଲ୍‌ମଖୁଲା ଚାଲିଛି ପ୍ରେମ। କଥା କଥାକେ ପର୍ସନାଲ୍‌ କଥା ଘୁରି ବୁଲୁଛି ସୋସିଆଲ୍‌ ମିଡିଆରେ।  ଏବେ ବିରାଟଙ୍କ ଦାଢି ଉପରେ ଅନୁଷ୍କାଙ୍କ ନଜର। ପ୍ରେମିକା ବିରାଟ୍‌ଙ୍କୁ ତାଗିଦ୍‌ କରିଛନ୍ତି, ଦାଢି ନକାଟିବାକୁ। ଯାହକୁ ମାନିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ବିରାଟ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

virat-anushka-7592

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 07:47 PM IST

Related story