ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ସେମିରେ ଲକ୍ଷ୍ୟ ସେନ

ମାରଖମ(କ୍ୟାନାଡା): ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ମ୍ୟାଲେସିୟାର ଅଦିଲ ଶୋଲେ ଅଲୀ ସାଦିକିନ୍‌ଙ୍କୁ ସିଧାସଳଖ ୨୧-୮ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବିଶ୍ୱର ୩ ନଂ ଖେଳାଳି ଲକ୍ଷ୍ୟ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ମାତ୍ର ୩୧ ମିନିଟ୍‌ରେ ସେ ମ୍ୟାଚ୍‌ଟି ଶେଷ କରିଦେଇଥିଲେ। ସେମିଫାଇନାଲ୍‌ରେ ଲକ୍ଷ୍ୟଙ୍କ ମୁକାବିଲା ଟପ୍‌ ସିଡ୍‌ ଥାଇଲ୍ୟାଣ୍ଡର କୁନଲାଭୁଟ ଭିତିଦସରନଙ୍କ ସହ […]

l

Hemant Lenka
  • Published: Saturday, 17 November 2018
  • , Updated: 17 November 2018, 05:50 PM IST

ମାରଖମ(କ୍ୟାନାଡା): ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ମ୍ୟାଲେସିୟାର ଅଦିଲ ଶୋଲେ ଅଲୀ ସାଦିକିନ୍‌ଙ୍କୁ ସିଧାସଳଖ ୨୧-୮ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବିଶ୍ୱର ୩ ନଂ ଖେଳାଳି ଲକ୍ଷ୍ୟ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ମାତ୍ର ୩୧ ମିନିଟ୍‌ରେ ସେ ମ୍ୟାଚ୍‌ଟି ଶେଷ କରିଦେଇଥିଲେ।

ସେମିଫାଇନାଲ୍‌ରେ ଲକ୍ଷ୍ୟଙ୍କ ମୁକାବିଲା ଟପ୍‌ ସିଡ୍‌ ଥାଇଲ୍ୟାଣ୍ଡର କୁନଲାଭୁଟ ଭିତିଦସରନଙ୍କ ସହ ହେବ।

Related story