ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ବାର୍ସିଲୋନା: ଲିଓନେଲ୍ ମେସି ଲା ଲିଗାରେ ୩୫ତମ ହ୍ୟାଟ୍ରିକ୍ ଗୋଲ୍ ସହ ନୂଆ ରେକର୍ଡ କରିଛନ୍ତି, ଯାହା ବଳରେ ବାର୍ସିଲୋନା ଟିମ୍ ରିଅଲ୍ ମାଲୋର୍କାକୁ ୫-୨ ଗୋଲରେ ହରାଇ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଏଥିସହ ମେସି ହ୍ୟାଟ୍ରିକ୍ ମାମଲାରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋ (୩୪ ହ୍ୟାଟ୍ରିକ)ଙ୍କ ରେକର୍ଡ ଭାଙ୍ଗିଛନ୍ତି। ମେସିଙ୍କ ତିନୋଟି ଗୋଲ୍ (୧୭ତମ, ୪୧ତମ, ୮୩ତମ) ବ୍ୟତୀତ ଆଣ୍ଟୋନୀ ଗ୍ରିଜମ୍ୟାନ୍ (ସପ୍ତମ) ଓ ଲୁଇସ୍ ସୁଆରେଜ୍ (୪୨ତମ) ମଧ୍ୟ ବାର୍ସିଲୋନା ପକ୍ଷରୁ ଗୋଟିଏ […]

messi

messi

Ranjit Kumar Jena
  • Published: Sunday, 08 December 2019
  • Updated: 08 December 2019, 05:58 PM IST

Sports

Latest News

ବାର୍ସିଲୋନା: ଲିଓନେଲ୍ ମେସି ଲା ଲିଗାରେ ୩୫ତମ ହ୍ୟାଟ୍ରିକ୍ ଗୋଲ୍ ସହ ନୂଆ ରେକର୍ଡ କରିଛନ୍ତି, ଯାହା ବଳରେ ବାର୍ସିଲୋନା ଟିମ୍ ରିଅଲ୍ ମାଲୋର୍କାକୁ ୫-୨ ଗୋଲରେ ହରାଇ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଏଥିସହ ମେସି ହ୍ୟାଟ୍ରିକ୍ ମାମଲାରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋ (୩୪ ହ୍ୟାଟ୍ରିକ)ଙ୍କ ରେକର୍ଡ ଭାଙ୍ଗିଛନ୍ତି।

ମେସିଙ୍କ ତିନୋଟି ଗୋଲ୍ (୧୭ତମ, ୪୧ତମ, ୮୩ତମ) ବ୍ୟତୀତ ଆଣ୍ଟୋନୀ ଗ୍ରିଜମ୍ୟାନ୍ (ସପ୍ତମ) ଓ ଲୁଇସ୍ ସୁଆରେଜ୍ (୪୨ତମ) ମଧ୍ୟ ବାର୍ସିଲୋନା ପକ୍ଷରୁ ଗୋଟିଏ ଲେଖାଏ ଗୋଲ୍ ଦେଇଥିହେଲ। ଚଳିତ ସିଜନରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ ୧୨ ଗୋଲ୍ ଦେଇସାରିଛନ୍ତି। ମାଲୋର୍କା ପକ୍ଷରୁ ଦୁଇଟି ଯାକ ଗୋଲ୍ ଆଣ୍ଟେ ବୁଡିମିର ଦେଇଥିଲେ। ଏହି ବିଜୟ ସହ ବାର୍ସିଲୋନା ୧୫ ମ୍ୟାଚରେ ୩୪ ପଏଣ୍ଟ ସହ ଶୀର୍ଷରେ ପହଞ୍ଚି ଯାଇଛି।

ରିଅଲ୍ ମାଡ୍ରିଡ୍ ମଧ୍ୟ ୧୫ ମ୍ୟାଚରେ ସମାନ ପଏଣ୍ଟ ହାସଲ କରିଛି, କିନ୍ତୁ ଖରାପ ଗୋଲ୍ ବ୍ୟବଧାନ କାରଣରୁ ଟିମ୍ ଦ୍ୱିତୀୟ ସ୍ଥାନରେ ରହିଛି । ମେସି ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ।

ମେସି ଚଳିତ ସିଜନ୍ (୨୦୧୯-୨୦୨୦)ରେ ସ୍ପାନିଶ୍ ଲିଗରେ ଏପର୍ଯ୍ୟନ୍ତ ସର୍ବାଧିକ ୧୨ ଗୋଲ୍ କରିସାରିଛନ୍ତି। ସେ ରିଅଲ୍ ମାଡ୍ରିଡର କରିମା ବେଞ୍ଜେମା (୧୧ ଗୋଲ୍‌)ଙ୍କୁ ପଛରେ ପକାଇଛନ୍ତି। ଲା ଲିଗାରେ ମେସି ୩୫ଥର ହ୍ୟାଟ୍ରିକ୍ ମାରିଛନ୍ତି। ଏହାବ୍ୟବୀତ ଚଳିତ ସିଜନରେ ଲିଗରେ ତାଙ୍କର ଏହା ଚତୁର୍ଥ ହ୍ୟାଟ୍ରିକ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story