ଦିନକ ତଳେ ବାପାଙ୍କୁ ହରାଇଥିଲେ, ପରଦିନ ମଇଦାନକୁ ଓହ୍ଲାଇଲେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ରୋମାଞ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ରାତିରେ ଖେଳାଯାଇଥିବା ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଗୋଟିଏ ପଟେ ପଞ୍ଜାବ ମ୍ୟାଚ୍ ଜିତିବା ପରେ ବହୁତ ଖୁସି ହୋଇଥିବା ବେଳେ ଟିମର ଜଣେ ଖେଳାଳି କିନ୍ତୁ ଦୁଃଖି ଥିଲେ। ଏହାର କାରଣ ଜାଣିଲେ ସମସ୍ତେ ସ୍ତବ୍ଧ ହୋଇଯିବେ। ସେହି ଖେଳାଳି ଜଣକ ହେଉଛନ୍ତି ପଞ୍ଜାବ ପକ୍ଷରୁ […]

mandeep1

mandeep1

Ranjit Kumar Jena
  • Published: Sunday, 25 October 2020
  • Updated: 25 October 2020, 12:14 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ରୋମାଞ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ରାତିରେ ଖେଳାଯାଇଥିବା ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଗୋଟିଏ ପଟେ ପଞ୍ଜାବ ମ୍ୟାଚ୍ ଜିତିବା ପରେ ବହୁତ ଖୁସି ହୋଇଥିବା ବେଳେ ଟିମର ଜଣେ ଖେଳାଳି କିନ୍ତୁ ଦୁଃଖି ଥିଲେ। ଏହାର କାରଣ ଜାଣିଲେ ସମସ୍ତେ ସ୍ତବ୍ଧ ହୋଇଯିବେ। ସେହି ଖେଳାଳି ଜଣକ ହେଉଛନ୍ତି ପଞ୍ଜାବ ପକ୍ଷରୁ ଓପନ୍ କରିଥିବା ମନଦୀପ ସିଂହ। ତେବେ ମନଦୀପଙ୍କ ମନ କାହିଁକି ଦୁଃଖ ଥିଲା, ଆସନ୍ତୁ ଜାଣିବା।

ମ୍ୟାଚର ଦିନକ ପୂର୍ବେ ମନଦୀପଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା। ପିତାଙ୍କ ଦେହାନ୍ତର ପରଦିନ ଅର୍ଥାତ୍ ଶନିବାର ମନଦୀପ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ। ତାଙ୍କର ଏହି ସାହସ ପାଇଁ ଏବେ ସମସ୍ତେ ତାଙ୍କୁ ସଲାମ୍ କରୁଛନ୍ତି। ଏପରିକି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ମଧ୍ୟ ମନଦୀପଙ୍କୁ ସଲାମ୍ କରିଛନ୍ତି। ସଚିନ୍ ମଧ୍ୟ ୧୯୯୯ରେ ୱାଲ୍‌ର୍ଡ କପ୍ ଖେଳୁଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା।

ଶୁକ୍ରବାର ମନଦୀପଙ୍କ ପିତା ହରଦେବ ସିଂହ ଦୁନିଆକୁ ଅଲବିଦା କହିଥିଲେ। ପିତାଙ୍କର ଦେହାନ୍ତ ଖବର ପାଇବା ସତ୍ତ୍ୱେ ମନଦୀପ ଟିମର ସାଥ୍ ଛାଡ଼ି ନଥିଲେ ଏବଂ ଭାରତ ଫେରିବା ବଦଳରେ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଖେଳିବାକୁ ଓହ୍ଲାଇଥିଲେ। ମନଦୀପଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପଞ୍ଜାବ ଟିମର ଖେଳାଳିମାନେ ହାତରେ କଳା ରଙ୍ଗର ଆର୍ମି ବ୍ୟାଣ୍ଡ୍ ମଇଦାନକୁ ଓହ୍ଲାଇଥିଲେ।

https://twitter.com/sachin_rt/status/1320027658118377478?s=20

ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ କେକେଆର୍ ଟିମର ବାମହାତୀ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣାଙ୍କ ଶ୍ୱଶୁରଙ୍କ ମୃତ୍ୟୁ ସତ୍ତ୍ୱେ ମଇଦାନକୁ ଓହ୍ଲାଇଥିଲେ। ଉକ୍ତ ମ୍ୟାଚରେ ସେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ନିଜ ଶ୍ୱଶୁରଙ୍କୁ ସମର୍ପିତ କରିଥିଲେ। ନୀତୀଶ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story