ଆହାତ କରାଣରୁ ମାର୍ଶଙ୍କ ପରେ ଷ୍ଟାର୍କ ଦଳରୁ ବାଦ

ରାଞ୍ଚି: ଆସନ୍ତ ୧୬ତାରିଖ ରାଞ୍ଚିରେ ହେବାକୁ ଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଲାଗିଛି ଧକ୍କା । ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍‌ ମାର୍ଶଙ୍କ ପରେ ଦୃତ ବୋଲର ମିଚେଲ୍‌ ଷ୍ଟାର୍କ ମଧ୍ୟ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ବାଙ୍ଗାଲୋର ମ୍ୟାଚ୍‌ ବେଳେ ଷ୍ଟାର୍କ ଆହତ ହୋଇଥିଲେ । ସେ ଚିକିତ୍ସା ପାଇଁ ସେ ସ୍ୱଦେଶ ଫେରିଯାଇଛନ୍ତି ବୋଲି ଦଳପକ୍ଷରୁ କୁହାଯାଇଛି । ପୂର୍ବରୁ ମାର୍ଶଙ୍କ କାନ୍ଧରେ ଆଘାତ ଯୋଗୁ ଆଧାରୁ ଦଳରୁ ବାଦ ପଡିଥିବା ବେଳେ […]

michel

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 04:10 PM IST

ରାଞ୍ଚି: ଆସନ୍ତ ୧୬ତାରିଖ ରାଞ୍ଚିରେ ହେବାକୁ ଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଲାଗିଛି ଧକ୍କା । ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍‌ ମାର୍ଶଙ୍କ ପରେ ଦୃତ ବୋଲର ମିଚେଲ୍‌ ଷ୍ଟାର୍କ ମଧ୍ୟ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ବାଙ୍ଗାଲୋର ମ୍ୟାଚ୍‌ ବେଳେ ଷ୍ଟାର୍କ ଆହତ ହୋଇଥିଲେ । ସେ ଚିକିତ୍ସା ପାଇଁ ସେ ସ୍ୱଦେଶ ଫେରିଯାଇଛନ୍ତି ବୋଲି ଦଳପକ୍ଷରୁ କୁହାଯାଇଛି । ପୂର୍ବରୁ ମାର୍ଶଙ୍କ କାନ୍ଧରେ ଆଘାତ ଯୋଗୁ ଆଧାରୁ ଦଳରୁ ବାଦ ପଡିଥିବା ବେଳେ ଏବେ ଷ୍ଟାର୍କଙ୍କ ଦଳରୁ ବିଦା ହେବା ଅଷ୍ଟ୍ରେଲିଆକୁ ଚିନ୍ତାରେ ପକେଇ ଦେଇଛି । ଫଳରେ ଆସନ୍ତା ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏହି ଦୁଇ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ

Related story