IPL-11: ବର୍ଷା ପରେ ୧୮ ଓଭରିଆ ମ୍ୟାଚ୍‌

ବର୍ଷା ପରେ ପୁଣି ଥରେ ମ୍ୟାଚ୍‌ ଖେଳାଯାଇଛି। ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯାଉଥିବା ଦିଲ୍ଲୀ- ରାଜସ୍ଥାନ ମ୍ୟାଚ୍‌, ବର୍ଷ ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ଷା ଛାଡ଼ିବା ପରେ ପୁଣି ଥରେ ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ମ୍ୟାଚ୍‌ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଲେଖାଏଁ ଖେଳାଯାଉଛି। ସମୟ ରାତି ୯.୩୦ରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ପରେ ବର୍ଷା ଆରମ୍ଭ ହେବା ଯୋଗୁଁ ମ୍ୟାଚ୍‌ ଖେଳାଯାଇପାରିନଥିଲା। ଯେଉଁଥିରେ ଟସ୍‌ […]

WhatsApp Image 2018-05-02 at 82752 PMjpeg

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 09:34 PM IST

ବର୍ଷା ପରେ ପୁଣି ଥରେ ମ୍ୟାଚ୍‌ ଖେଳାଯାଇଛି। ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଖେଳାଯାଉଥିବା ଦିଲ୍ଲୀ- ରାଜସ୍ଥାନ ମ୍ୟାଚ୍‌, ବର୍ଷ ଯୋଗୁଁ କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ଷା ଛାଡ଼ିବା ପରେ ପୁଣି ଥରେ ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ମ୍ୟାଚ୍‌ ୨୦ ଓଭର ପରିବର୍ତ୍ତେ ୧୮ ଓଭର ଲେଖାଏଁ ଖେଳାଯାଉଛି। ସମୟ ରାତି ୯.୩୦ରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ପରେ ବର୍ଷା ଆରମ୍ଭ ହେବା ଯୋଗୁଁ ମ୍ୟାଚ୍‌ ଖେଳାଯାଇପାରିନଥିଲା। ଯେଉଁଥିରେ ଟସ୍‌ ଜିତି ରାଜସ୍ଥାନର ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

Related story