ମ୍ୟାକ୍‌ କ୍ରାକନ ହେବେ ଏଫ୍‌ଆଇଏଚ୍‌ ସିଇଓ

ଲାୟୁସାନ: ୨୦୧୭ ଫେବୃଆରୀରେ ନ୍ୟୁଜିଲାଣ୍ଡର ମ୍ୟାକ୍‌ କ୍ରାକନ ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫ୍‌ଆଇଏଚ୍‌)ର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ହେବେ। ଏ ନେଇ ଆଜି ଏଫ୍‌ଆଇଏଚ୍‌ ପକ୍ଷରୁ ଘୋଷଣା କରାଯାଇଛି। କ୍ରାକନ୍‌ କେଲ୍ଲୀ ଫେରୱେଥରଙ୍କ ସ୍ଥାନରେ ଏହି ପଦ ଗ୍ରହଣ କରିବେ। କ୍ରାକନ୍‌ ଅଲିମ୍ପିକ ଓ ବିଶ୍ୱକପ୍‌ ପରି ଟୁର୍ଣ୍ଣାମେଣ୍ଟରେ ଅମ୍ପିୟାର ଦାୟିତ୍ୱ ତୁଲାଇଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ସେ ଏଫ୍‌ଆଇଏଚ୍‌ର କମିଟି ମେମ୍ବର ଓ ଟେକ୍ନିକାଲ ଅଫିସିଆଲ ରହି ଆସିଛନ୍ତି।  ସେ […]

mccracken

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 06:11 PM IST

ଲାୟୁସାନ: ୨୦୧୭ ଫେବୃଆରୀରେ ନ୍ୟୁଜିଲାଣ୍ଡର ମ୍ୟାକ୍‌ କ୍ରାକନ ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫ୍‌ଆଇଏଚ୍‌)ର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ହେବେ। ଏ ନେଇ ଆଜି ଏଫ୍‌ଆଇଏଚ୍‌ ପକ୍ଷରୁ ଘୋଷଣା କରାଯାଇଛି। କ୍ରାକନ୍‌ କେଲ୍ଲୀ ଫେରୱେଥରଙ୍କ ସ୍ଥାନରେ ଏହି ପଦ ଗ୍ରହଣ କରିବେ।

କ୍ରାକନ୍‌ ଅଲିମ୍ପିକ ଓ ବିଶ୍ୱକପ୍‌ ପରି ଟୁର୍ଣ୍ଣାମେଣ୍ଟରେ ଅମ୍ପିୟାର ଦାୟିତ୍ୱ ତୁଲାଇଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ସେ ଏଫ୍‌ଆଇଏଚ୍‌ର କମିଟି ମେମ୍ବର ଓ ଟେକ୍ନିକାଲ ଅଫିସିଆଲ ରହି ଆସିଛନ୍ତି।  ସେ ୨୦୧୬ ରିଓ ଅଲିମ୍ପିକରେ ଟେକ୍ନିକାଲ ଡେଲିଗେଟ୍‌ ଭାବେ ନିଯୁକ୍ତି ପାଇଥିଲେ। ସେହିପରି ୨୦୧୪ ନେଦରଲାଣ୍ଡ ବିଶ୍ୱକପ୍‌ର ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଥିଲେ।

Related story