ଟାଟା ଷ୍ଟିଲ ଫ୍ରେଣ୍ଡସିପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ: ମିଡ଼ିଆ ଟିମ୍‌ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିବା ଟାଟା ଷ୍ଟିଲ ଫ୍ରେଣ୍ଡସିପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମିଡ଼ିଆ ଟିମ୍‌ ଚାମ୍ପିଅନ୍ ହୋଇଛି। ଟୁର୍ଣ୍ଣାମେଣ୍ଟରେ ନେତା, ପ୍ରଶାସକ ଓ ସାମ୍ବାଦିକ ଏକାଠି ହୋଇଥିଲେ। ପ୍ରଥମ ସେମି ଫାଇନାଲରେ ପ୍ରଶାସକ ଓ ନେତାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ପ୍ରଶାସକ ବିଜୟୀ ହୋଇଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ଟାଟା ଷ୍ଟିଲକୁ ହରାଇ ମିଡ଼ିଆ ଟିମ୍‌ ବିଜୟୀ ହୋଇଥିଲା।  ଫାଇନାଲରେ ପ୍ରଶାସକ ଟିମକୁ ହରାଇ ମିଡ଼ିଆ ଟିମ୍ ଚାମ୍ପିଅନ୍‌ ହୋଇଛି।

media team

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 10:34 PM IST

Related story