ବିସିସିଆଇରେ ପହଞ୍ଚିଲା #Me too ଅଭିଯାନ, କିଏ ଫସିଛନ୍ତି ପଢ଼ନ୍ତୁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିଆଁ ପରି ବ୍ୟାପୁଥିବା ‘ମିଟୁ’ ଅଭିଯାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ) ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଜଣେ ମହିଳା ସାମ୍ବାଦିକ ବିସିସିଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ରାହୁଲ୍‌ ଜୋହରିଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଛନ୍ତି। ରାହୁଲ୍‌ ଜୋହରୀଙ୍କ ଉପରେ ଏହି ଅଭିଯୋଗ ଲାଗିବା ପରେ ସୁପ୍ରିମ୍‌କୋର୍ଟ ଏବଂ ବିସିସିଆଇର ପ୍ରଶାସନିକ ସମିତି ତାଙ୍କୁ ଏହାର ଜବାବ ମାଗିଛନ୍ତି। ଅଭିଯୋଗ ଆଣିଥିବା ମହିଳା ସାମ୍ୱାଦିକ ଜଣଙ୍କ ପୂର୍ବରୁ ତାଙ୍କର ସହଯୋଗୀ ଥିଲେ। […]

RahulJohri

RahulJohri

Jitendra Garnayak
  • Published: Sunday, 14 October 2018
  • Updated: 14 October 2018, 08:33 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିଆଁ ପରି ବ୍ୟାପୁଥିବା ‘ମିଟୁ’ ଅଭିଯାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ) ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଜଣେ ମହିଳା ସାମ୍ବାଦିକ ବିସିସିଆଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ରାହୁଲ୍‌ ଜୋହରିଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଛନ୍ତି।

ରାହୁଲ୍‌ ଜୋହରୀଙ୍କ ଉପରେ ଏହି ଅଭିଯୋଗ ଲାଗିବା ପରେ ସୁପ୍ରିମ୍‌କୋର୍ଟ ଏବଂ ବିସିସିଆଇର ପ୍ରଶାସନିକ ସମିତି ତାଙ୍କୁ ଏହାର ଜବାବ ମାଗିଛନ୍ତି।

ଅଭିଯୋଗ ଆଣିଥିବା ମହିଳା ସାମ୍ୱାଦିକ ଜଣଙ୍କ ପୂର୍ବରୁ ତାଙ୍କର ସହଯୋଗୀ ଥିଲେ। ବିସିସିଆଇରେ ଯୋଗ ଦେବା ପୂର୍ବରୁ ରାହୁଲ୍‌ ଦକ୍ଷିଣ ଏସିଆର ଏକ ସାଟେଲାଇଟ୍‌ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିଲେ।

ତେବେ ଏହି ମହିଳା ସାମ୍ବାଦିକ ଜଣଙ୍କ ତାଙ୍କ ନାମ ପ୍ରକାଶ କରି ନାହାନ୍ତି। ସେ ତାଙ୍କ ନାମ ଗୋପନ ରଖି ସୋଶାଲ ମିଡିଆରେ ଲିଖିତ ଆକାରରେ ରାହୁଲ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି,“ରାହୁଲ୍‌ ମୋତେ ଚାକିରି ଦେବେ ବୋଲି କହିଥିଲେ। ଏ ବିଷୟରେ କଥା ହେବା ପାଇଁ ସେ ମୋତେ ତାଙ୍କ ଘରକୁ ନେଇ ଯାଇଥିଲେ। ମୁଁ ତାଙ୍କ ପତ୍ନୀଙ୍କୁ ପୂର୍ବରୁ ଜାଣିଥିଲି। ତେବେ ମୁଁ ସେଠାରେ ପହଞ୍ଚିବା ପରେ ଦେଖିଲି ତାଙ୍କ ପତ୍ନୀ ନାହାନ୍ତି। ଆଉ ମତେ ସେଠାରେ ଦୁର୍ବ୍ୟବହାର କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story