ୱିମ୍ବଲଡନ୍: ମିକ୍ସଡ୍ ଡବଲ୍ସ ଫାଇନାଲରେ ପେସ୍-ହିଙ୍ଗିସ୍

ଲଣ୍ଡନ: ୱିମ୍ବଲଡନର ମିକ୍ସଡ ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ୍। ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ପେସ୍ ମାଇକ୍ ବ୍ରାନ୍ ଓ ବେଥାନିଏ ମାଟ୍ଟେକ ସାଣ୍ଡସଙ୍କୁ ୬-୩, ୬-୪ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଯାଇଛନ୍ତି। ହିଙ୍ଗିସ ଉଭୟ ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଉଭୟ ବର୍ଗରେ ତାଙ୍କର ସାଥୀ ରହିଛନ୍ତି ଭାରତୀୟ। ମିକ୍ସଡ ଡବଲ୍ସରେ ପେସ୍ ତାଙ୍କର ଯୋଡ଼ି ଥିବା ବେଳେ ମହିଳା […]

paesmatrin

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 04:57 PM IST

ଲଣ୍ଡନ: ୱିମ୍ବଲଡନର ମିକ୍ସଡ ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ୍। ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ପେସ୍ ମାଇକ୍ ବ୍ରାନ୍ ଓ ବେଥାନିଏ ମାଟ୍ଟେକ ସାଣ୍ଡସଙ୍କୁ ୬-୩, ୬-୪ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଯାଇଛନ୍ତି।

ହିଙ୍ଗିସ ଉଭୟ ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସର ଫାଇନାଲରେ ପହଞ୍ଚି ଯାଇଛନ୍ତି। ଉଭୟ ବର୍ଗରେ ତାଙ୍କର ସାଥୀ ରହିଛନ୍ତି ଭାରତୀୟ। ମିକ୍ସଡ ଡବଲ୍ସରେ ପେସ୍ ତାଙ୍କର ଯୋଡ଼ି ଥିବା ବେଳେ ମହିଳା ଡବଲ୍ସରେ ତାଙ୍କର ସାଥୀ ହେଉଛନ୍ତି ସାନିଆ ମିର୍ଜା।

Related story