ଆଝାରୁଦ୍ଦିନଙ୍କ ନୂଆ ଇନିଂସ୍ ଆରମ୍ଭ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ନୂଆ ଇନିଂସ୍ ଆରମ୍ଭ ହୋଇଛି। ସେ ହାଇଦ୍ରାଦାଦ କ୍ରିକେଟ୍ ଆସୋସିଏସନର ନୂଆ ଅଧ୍ୟକ୍ଷ ଭାବେ ନବନିର୍ବାଚିତ ହୋଇଛନ୍ତି। ୫୬ ବର୍ଷୀୟ ଆଝାରୁଦ୍ଦିନ ନିର୍ବାଚନରେ ୧୭୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରକାଶ ଚାନ୍ଦ ମାତ୍ର ୭୩ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି। ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ଭାବେ ପରିଚିତ ଆଝାର ଗତ ସପ୍ତାହରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦୁଇବର୍ଷ […]

azar

azar

Ranjit Kumar Jena
  • Published: Friday, 27 September 2019
  • Updated: 27 September 2019, 08:51 PM IST

Sports

Latest News

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ନୂଆ ଇନିଂସ୍ ଆରମ୍ଭ ହୋଇଛି। ସେ ହାଇଦ୍ରାଦାଦ କ୍ରିକେଟ୍ ଆସୋସିଏସନର ନୂଆ ଅଧ୍ୟକ୍ଷ ଭାବେ ନବନିର୍ବାଚିତ ହୋଇଛନ୍ତି। ୫୬ ବର୍ଷୀୟ ଆଝାରୁଦ୍ଦିନ ନିର୍ବାଚନରେ ୧୭୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରକାଶ ଚାନ୍ଦ ମାତ୍ର ୭୩ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି। ଭାରତର ଅନ୍ୟତମ ସଫଳ କ୍ୟାପଟେନ୍ ଭାବେ ପରିଚିତ ଆଝାର ଗତ ସପ୍ତାହରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଦୁଇବର୍ଷ ପୂର୍ବେ ଆଝାରଙ୍କ ନାମାଙ୍କନ ନିର୍ବାଚନ ଅଧିକାରୀ ଅଗ୍ରାହ୍ୟ କରିଦେଇଥିଲେ, କାରଣ ବିସିସିଆଇ ଦ୍ୱାରା ତାଙ୍କ ବିରୋଧରେ ଲଗାଯାଇଥିବା ମ୍ୟାଚ୍ ଫିକ୍ସିଂ ମାମଲାରେ ସେ ଆବଶ୍ୟକ ପ୍ରମାଣ ପୈଠ କରିପାରିନଥିଲେ। ଆଝାର ଭାରତ ପକ୍ଷରୁ ୯୯ ଟେଷ୍ଟ ଓ ୩୩୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୬୨୧୫ ଏବଂ ଦିନିକିଆରେ ୯୩୭୮ ରନ୍ କରିଛନ୍ତି। ସେ ୪୭ ଟେଷ୍ଟ ଏବଂ ୧୭୪ ଦିନିକିଆରେ ଭାରତର ନେତୃତ୍ୱ ମଧ୍ୟ ନେଇଛନ୍ତି।

ପଦାର୍ପଣ କରିବା ପରେ ଲଗାତାର ତିନୋଟି ଟେଷ୍ଟ ମ୍ୟାଚରେ ତିନି ଶତକର ରେକର୍ଡ ଆଝାରଙ୍କ ନାଁରେ ରହିଛି। ୨୦୦୦ ମସିହାରେ ତାଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଲାଗିଥିଲା, ଯାହା ପରେ ବିସିସିଆଇ ତାଙ୍କୁ ଆଜୀବନ ବାସନ୍ଦ କରିଥିଲା। ତେବେ ୨୦୧୨, ନଭେମ୍ବର ୮ ତାରିଖରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଝାରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ ଖାରଜ କରିଥିଲେ। ହାଇଦ୍ରାବାଦରେ ଜନ୍ମିତ ଆଝାର ୧୯୮୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଆଝାର ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୩୧, ୧୯୮୪ରେ ଇଂଲଣ୍ଡ ବିପକ୍ଷରେ କେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story