ବାରବାଟୀରେ ଏହି ବଡ଼ ରେକର୍ଡ କଲେ ଶାମି

କଟକ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପେସ୍ ବୋଲର ମହମ୍ମଦ ଶାମି ଦିନିକିଆରେ ନୂଆ କୀର୍ତ୍ତିମାନ କରିଛନ୍ତି। ଶାମି ନିଜ କ୍ୟାରିୟରରେ ଦ୍ୱିତୀୟଥର ଲାଗି ଦିନିକିଆରେ ସର୍ବାଧିକ ୱିକେଟଟେକର ବୋଲର ହୋଇଛନ୍ତି। ୨୦୧୯ରେ ଶାମି ୨୧ ମ୍ୟାଚରେ ୨୨.୬୪ ହାରରେ ୪୨ ୱିକେଟ୍ ହାସଲ କରିଛନ୍ତି, ଯେଉଁଥିରେ ସେ ଦୁଇଥର ୪ ଏବଂ ଥରେ ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଶାମି ଶାଇ ହୋପଙ୍କ ଏକମାତ୍ର ୱିକେଟ୍ ନେଇଥିଲେ। ତେବେ ଚଳିତ […]

shami

shami

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 06:56 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପେସ୍ ବୋଲର ମହମ୍ମଦ ଶାମି ଦିନିକିଆରେ ନୂଆ କୀର୍ତ୍ତିମାନ କରିଛନ୍ତି। ଶାମି ନିଜ କ୍ୟାରିୟରରେ ଦ୍ୱିତୀୟଥର ଲାଗି ଦିନିକିଆରେ ସର୍ବାଧିକ ୱିକେଟଟେକର ବୋଲର ହୋଇଛନ୍ତି। ୨୦୧୯ରେ ଶାମି ୨୧ ମ୍ୟାଚରେ ୨୨.୬୪ ହାରରେ ୪୨ ୱିକେଟ୍ ହାସଲ କରିଛନ୍ତି, ଯେଉଁଥିରେ ସେ ଦୁଇଥର ୪ ଏବଂ ଥରେ ୫ରୁ ଅଧିକ ୱିକେଟ୍ ନେଇଛନ୍ତି।

ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଶାମି ଶାଇ ହୋପଙ୍କ ଏକମାତ୍ର ୱିକେଟ୍ ନେଇଥିଲେ। ତେବେ ଚଳିତ ବର୍ଷ ବିଶ୍ୱକପରେ ଶାମି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରି ନୂଆ କୀର୍ତ୍ତିମାନ କରିଥିଲେ। ସେ ଚେତନ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ବୋଲର ଭାବେ ବିଶ୍ୱକପରେ ହ୍ୟାଟ୍ରିକ୍ ନେଇଥିଲେ।

ଚଳିତ ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ସେ ମୋଟ ୫ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଶାମିଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ୨୦ ମ୍ୟାଚରେ ୩୮ ୱିକେଟ୍ ନେଇ ଚଳିତବର୍ଷର ଦ୍ୱିତୀୟ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ସେହିପରି ବୋଲ୍ଟଙ୍କ ସାଥୀ ଖେଳାଳି ଲକି ଫର୍ଗୁସନ୍ ୧୭ ମ୍ୟାଚରେ ୩୫ ୱିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି।

ଭାରତର ଭୁବନେଶ୍ୱର କୁମାର (୩୩), କୁଲଦୀପ ଯାଦବ (୩୨) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିବା ବେଳେ ୟୁଜବେନ୍ଦ୍ର ଚହଲ୍ (୨୯) ନବମ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ଶାମି ୨୦୧୪ରେ ୩୮ ୱିକେଟ୍ ନେଇ ବର୍ଷର ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story