ଧୋନିଙ୍କୁ ଏମିତି ପ୍ରଶଂସା କଲେ ରାଷ୍ଟ୍ରପତି

ରାଞ୍ଚି: ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ ଅଧିକ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧୋନି ଯେ କେବଳ ଜଣେ ସଫଳ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ନୁହନ୍ତି, ବରଂ ସେ ଜଣେ ଭାରତର ସବୁଠାରୁ ସଫଳ କ୍ୟାପଟେନ୍। ଧୋନି ହେଉଛନ୍ତି ଝାରଖଣ୍ଡର ରାଜଧାନୀ ରାଞ୍ଚିର ବାସିନ୍ଦା। ଧୋନିଙ୍କ ପାଇଁ ଆଜି ରାଞ୍ଚି ସାରା ବିଶ୍ୱରେ ପରିଚିତ ହୋଇପାରିଛି। ତେବେ ଏହା ଆଉ ନୁହେଁ ବରଂ ଦେଶର […]

ramnath

ramnath

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 05:59 PM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟ୍ ଆଜି ଯେଉଁ ଶିଖରରେ ପହଞ୍ଚିଛି, ତାହା ପଛରେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଅବଦାନ ଅଧିକ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧୋନି ଯେ କେବଳ ଜଣେ ସଫଳ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ନୁହନ୍ତି, ବରଂ ସେ ଜଣେ ଭାରତର ସବୁଠାରୁ ସଫଳ କ୍ୟାପଟେନ୍। ଧୋନି ହେଉଛନ୍ତି ଝାରଖଣ୍ଡର ରାଜଧାନୀ ରାଞ୍ଚିର ବାସିନ୍ଦା।

ଧୋନିଙ୍କ ପାଇଁ ଆଜି ରାଞ୍ଚି ସାରା ବିଶ୍ୱରେ ପରିଚିତ ହୋଇପାରିଛି। ତେବେ ଏହା ଆଉ ନୁହେଁ ବରଂ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଞ୍ଚି ୟୁନିଭର୍ସିଟିର ୩୩ତମ ସମ୍ମିଳନ ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି କୋବିନ୍ଦ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ଝାରଖଣ୍ଡର ଅନେକ ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିଥିଲେ ଏବଂ କହିଥିଲେ, "ଧୋନି ରାଞ୍ଚିକୁ କ୍ରିକେଟର ଦୁନିଆରେ ଖୁବ୍ ପରିଚିତ କରାଇଛନ୍ତି।

ଧୋନି ମୋତେ ରବିବାର ସାକ୍ଷାତ କରିଥିଲେ। ତାଙ୍କ ସହ ସାକ୍ଷାତ କରିବା ମୋତେ ଭଲ ଲାଗିଥିଲା। ଧୋନି ବହୁତ ସାଧାରଣ ଜୀବନଯାପନ କରନ୍ତି ଏବଂ ଏହି କାରଣରୁ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି। ଏହାଛଡ଼ା ସବୁଠାରୁ ବଡ଼ କଥା ହେଉଛି, ଧୋନି ଜଣେ ପ୍ରତିଭାଶାଳୀ ଖେଳାଳି।" ରାଷ୍ଟ୍ରପତି ଏହି ଅବସରରେ ତୀରନ୍ଦାଜ ଦୀପିକା କୁମାରୀ ଏବଂ ୧୯୨୮ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଟିମର କ୍ୟାପଟେନ୍ ଜୟପାଲ୍ ସିଂହ ମୁଣ୍ଡାଙ୍କ ଉପଲବ୍ଧିକୁ ମଧ୍ୟ ମନେ ପକାଇଥିଲେ। ଏହି ଦୁଇ କ୍ରୀଡ଼ାବିତ୍ ମଧ୍ୟ ଝାରଖଣ୍ଡରୁ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story