ବିଲିୟାର୍ଡ୍ସ ଖେଳିଲେ ଧୋନି, ଫଟୋ ଭାଇରାଲ୍

ରାଞ୍ଚି: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ପରେ କ୍ରିକେଟରେ ଦୂରରେ ଅଛନ୍ତି ଏବଂ ବର୍ତ୍ତମାନ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ତେବେ ସମୟ ସମୟରେ ତାଙ୍କର ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ଏବେ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ତାଙ୍କୁ ବିଲିୟାର୍ଡ୍ସ ଖେଳୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ବାହରଗୌଡ଼ା (ଝାରଖଣ୍ଡ)ର ବିଧାୟକ କୁନାଲ୍ ଷଡଙ୍ଗୀ କିଛି ଫଟୋ ଶେୟାର କରିଛନ୍ତି। ଧୋନିଙ୍କୁ ଝାରଖଣ୍ଡ ଷ୍ଟେଟ୍ […]

ms

ms

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 05:17 PM IST

Sports

Latest News

ରାଞ୍ଚି: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ପରେ କ୍ରିକେଟରେ ଦୂରରେ ଅଛନ୍ତି ଏବଂ ବର୍ତ୍ତମାନ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ତେବେ ସମୟ ସମୟରେ ତାଙ୍କର ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳେ। ଏବେ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ତାଙ୍କୁ ବିଲିୟାର୍ଡ୍ସ ଖେଳୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ବାହରଗୌଡ଼ା (ଝାରଖଣ୍ଡ)ର ବିଧାୟକ କୁନାଲ୍ ଷଡଙ୍ଗୀ କିଛି ଫଟୋ ଶେୟାର କରିଛନ୍ତି।

ଧୋନିଙ୍କୁ ଝାରଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ଇଣ୍ଟରନ୍ୟାନାଶନାଲ୍ ଷ୍ଟାଡିୟମର ଇନଡୋର୍ ହଲରେ କିଛି ବନ୍ଧୁଙ୍କ ସହ ବିଲିୟାର୍ଡ୍ସ ଖେଳୁଥିବାରୁ ଦେଖିବାକୁ ମିଳିଛି। ଏହା ମଧ୍ୟରେ ସେ ରାଜ୍ୟ ସଂଘର ପୂର୍ବତନ ପିଚ୍ କ୍ୟୁରେଟରଙ୍କ ମଧ୍ୟରୁ ଅନ୍ୟତମ ବାସୁ ଦା'ଙ୍କୁ ସାକ୍ଷାତ କରିଥିଲେ। ଝାରଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରିଛନ୍ତି। ନିକଟରେ ଧୋନି ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କୁ ଗଳିରେ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଥିଲା। ଧୋନିଙ୍କୁ ମଧ୍ୟ ନିଜର ନୂଆ କାର୍ ଜିପ୍ ଗ୍ରାଣ୍ଡ ଚେରୋକୀ ଟ୍ରାକହକକୁ ଚଳାଉଥିବାର ଦେଖିବାକୁ ମିଳିଥିଲା।

୩୮ ବର୍ଷୀୟ ଧୋନି ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଚୟନ ପାଇଁ ଉବଲବ୍ଧ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଶ୍ୱକପ୍ ପରେ ଧୋନି କ୍ରିକେଟରୁ ବ୍ରେକ୍ ନେଇଛନ୍ତି। ଧୋନି ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତ କରିନଥିଲେ ଏବଂ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ମଧ୍ୟ ଖେଳିବେ ନାହିଁ ବୋଲି କହିଛନ୍ତି। ଏପରିକି ସେ ଘରୋଇ ବିଜୟ ହଜାରେ ଟ୍ରଫି ଏବଂ ବାଂଲାଦେଶ ବିପକ୍ଷ ସିରିଜ୍ ମଧ୍ୟ ଖେଳିପାରିବେ ନାହିଁ। ଅର୍ଥାତ୍ ଧୋନି ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଉପଲବ୍ଧ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story