ଧୋନି କିଣିଲେ ନୂଆ ଜିପ୍, ପତ୍ନୀଙ୍କ ସହ ରାଞ୍ଚି ସହରରେ ବୁଲିଲେ

ନୂଆଦିଲ୍ଲୀ: କ୍ରିକେଟରୁ ବାହାରେ ଥିବା ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଏକ ନୂଆ ଜିପ୍ କିଣିଛନ୍ତି। ଧୋନିଙ୍କୁ ଜିପ୍ କମ୍ପାନୀର ଗ୍ରାଣ୍ଡ ଚିରୋକୀ ଟ୍ରାକହକ୍ ସହ ଝାରଖଣ୍ଡର ରାଜଧାନୀରେ ଦେଖିବାକୁ ମିଳିଛି। ଧୋନି ଯେତେବେଳେ ନିଜର ନାଲି ରଙ୍ଗର ମିଡସାଇଡ୍ ଏସୟୁଭି ନେଇ ରାଜଧାନୀ ସଡ଼କକୁ ବାହାରିଲେ, ସାଧାରଣ ଲୋକେ ଏହି ସୁପରଷ୍ଟାର୍ ଖେଳାଳି ଏବଂ ତାଙ୍କ ନୂଆ ଜିପକୁ ଦେଖିବାକୁ ପାଇଥିଲେ।   View this post on Instagram   Welcome home […]

msd

msd

Ranjit Kumar Jena
  • Published: Sunday, 22 September 2019
  • Updated: 22 September 2019, 05:35 PM IST

ନୂଆଦିଲ୍ଲୀ: କ୍ରିକେଟରୁ ବାହାରେ ଥିବା ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଏକ ନୂଆ ଜିପ୍ କିଣିଛନ୍ତି। ଧୋନିଙ୍କୁ ଜିପ୍ କମ୍ପାନୀର ଗ୍ରାଣ୍ଡ ଚିରୋକୀ ଟ୍ରାକହକ୍ ସହ ଝାରଖଣ୍ଡର ରାଜଧାନୀରେ ଦେଖିବାକୁ ମିଳିଛି। ଧୋନି ଯେତେବେଳେ ନିଜର ନାଲି ରଙ୍ଗର ମିଡସାଇଡ୍ ଏସୟୁଭି ନେଇ ରାଜଧାନୀ ସଡ଼କକୁ ବାହାରିଲେ, ସାଧାରଣ ଲୋକେ ଏହି ସୁପରଷ୍ଟାର୍ ଖେଳାଳି ଏବଂ ତାଙ୍କ ନୂଆ ଜିପକୁ ଦେଖିବାକୁ ପାଇଥିଲେ।

ଗତମାସରେ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଗ୍ୟାରେଜରେ ଏଖ ନୂଆ ଏଣ୍ଟ୍ରିର ଫଟୋ ଶେୟାର କରିଥିଲେ। ସେ ଇନଷ୍ଟାଗ୍ରାମରେ ଧୋନିଙ୍କୁ ଟ୍ୟାଗ୍ କରି କମେଣ୍ଟ କରିଥିଲେ ଯେ, "ୱେଲକମ୍ ହୋମ୍, ମାହି ତୁମ ଖେଳନା ଘରକୁ ଆସିଯାଇଛି। ତୁମକୁ ଏହା ବହୁତ ମିସ୍ କରୁଛି।"

ଭାରତରେ ଏହି କାରର ମୂଲ୍ୟ ୮୦ରୁ ୯୦ ଲକ୍ଷ ଟଙ୍କା କୁହାଯାଉଛି। ଧୋନିଙ୍କ ପାଖରେ ଅନେକ ହାଇ-ଏଣ ଏଣ୍ଡ କାର୍ ଏବଂ ଏସୟୁଭି କାର୍ ଅଛି। ସେ ମଧ୍ୟ ଫେରାରି-୫୯୯ ଜିଟିଓ, ହମର୍ ଏଚ୍-୨ ଏବଂ ଜିଏମସି ସିଏରାର ମାଲିକ। ଏହା ସହ ତାଙ୍କ ପାଖରେ ନିଞ୍ଜା ଏଚ୍-୨, କନଫେଡେରେଟ୍ ହେଲକ୍ୟାଟ୍, ବିଏସଏ, ସୁଜୁକୀ ହାୟାବୁଶା ଏବଂ ନର୍ଟନ୍ ଭିଣ୍ଟେଜଙ୍କ ବ୍ୟତୀତ ଅନ୍ୟାନ୍ୟ ବାଇକ୍ ମଧ୍ୟ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story