କୋହଲିଙ୍କ ନାମରେ ଚାଲାଣ କାଟିବନି ମୁମ୍ବାଇ ପୁଲିସ୍, ପଢ଼ନ୍ତୁ କାହିଁକି

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବୁଧବାର ୱେଷ୍ଟଇଣ୍ଡିଜ୍‌ ସହିତ ଦ୍ୱିତୀୟ ଦିନିକିଆରେ ଧୂଆଁଧାର ଇନିଂସ ସହିତ ଏକାଥରେ ଅନେକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୧୦ ହଜାର ଦିନିକଆ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି। ଆଉ କୋହଲିଙ୍କ ଏହି ଇନିଂସ୍‌ର ୩୭ତମ ଶତକ ମଧ୍ୟ ବେଶ୍‌ ସ୍ମରଣୀୟ ହୋଇ ରହିବ। କିନ୍ତୁ ବିରାଟ ଏପରି ଇନିଂସ୍‌ ଖେଳିବା ପରେ ତାଙ୍କ ବିଷୟରେ […]

Virat

Virat

Subrat Kumar Nayak
  • Published: Friday, 26 October 2018
  • Updated: 26 October 2018, 01:59 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବୁଧବାର ୱେଷ୍ଟଇଣ୍ଡିଜ୍‌ ସହିତ ଦ୍ୱିତୀୟ ଦିନିକିଆରେ ଧୂଆଁଧାର ଇନିଂସ ସହିତ ଏକାଥରେ ଅନେକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୧୦ ହଜାର ଦିନିକଆ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି। ଆଉ କୋହଲିଙ୍କ ଏହି ଇନିଂସ୍‌ର ୩୭ତମ ଶତକ ମଧ୍ୟ ବେଶ୍‌ ସ୍ମରଣୀୟ ହୋଇ ରହିବ। କିନ୍ତୁ ବିରାଟ ଏପରି ଇନିଂସ୍‌ ଖେଳିବା ପରେ ତାଙ୍କ ବିଷୟରେ ଅଭିନବ ଘୋଷଣା କରିଛି ମୁମ୍ବାଇ ପୁଲିସ୍‌। ଦ୍ରୁତଗତିରେ ଡ୍ରାଇଭିଂ ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଅଭିଯାନ ପାଇଁ ପ୍ରସିଦ୍ଧ ମୁମ୍ବାଇ ପୁଲିସ୍‌ ଟ୍ୱିଟର ହ୍ୟାଣ୍ଡଲର୍‌ ଘୋଷଣା କରି କହିଛି, “ଏଥର ଓଭର-ସ୍ପିଡିଂ ପାଇଁ ଚାଲାଣ କଟାଯାଇପାରିବନି। ଏଭଳି ଆହୁରି ଦ୍ରୁତଗତିରେ ମାଡ଼ିଯିବାପାଇଁ କେବଳ ପ୍ରଶଂସା ଏବଂ ଅଭିନନ୍ଦନ।”
https://twitter.com/MumbaiPolice/status/1055069480299184135
ଏହି ଟ୍ୱିଟ୍‌ ତୁରନ୍ତ ଭାଇରାଲ ହୋଇଯାଇଥିଲା। ଶେଷ ଖବର ସୁଦ୍ଧା ଏହାକୁ ୪୫୩ ଜଣ ରିଟ୍ୱିଟ୍‌ କରିଥିବାବେଳେ ୨୬୦୦ ଜଣ ଏହାକୁ ଲାଇକ୍‌ କରିସାରିଲେଣି।

ସୂଚନାଯୋଗ୍ୟ ଯେ, ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିବାପାଇଁ ମାତ୍ର ୨୦୫ଟି ଇନିଂସ୍‌ ଖେଳିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।
https://twitter.com/Aditya_k168/status/1055504749632647168
ଏଭଳି ୧୦ ହଜାର ରନ୍‌ ହାସଲ କରିବାରେ ବିରାଟ୍‌ ବିଶ୍ୱର ତ୍ରୟୋଦଶ ଖେଳାଳି ଏବଂ ୫ମ ଭାରତୀୟ। ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ୧୦ ହଜାର ରନ୍‌ ହାସଲ କରିଥିଲେ।
https://twitter.com/PYelmewad/status/1055329306463789056

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story