୪୦୦ ଛକା କ୍ଲବରେ ରୋହିତ୍ ଶର୍ମା

ମୁମ୍ବାଇ: ଲଗାତର ଦୁଇଟି ମ୍ୟାଚର ବିଫଳତା ପରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଫର୍ମକୁ ଫେରିଛନ୍ତି। ଏଥିସହ ରୋହିତ୍ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ରୋହିତ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିବାର ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି, ଯିଏ ମୋଟ ୫୩୪ ଛକା ମାରିଛନ୍ତି। ତାଙ୍କ […]

rohit

rohit

Ranjit Kumar Jena
  • Published: Wednesday, 11 December 2019
  • Updated: 11 December 2019, 08:32 PM IST

ମୁମ୍ବାଇ: ଲଗାତର ଦୁଇଟି ମ୍ୟାଚର ବିଫଳତା ପରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଫର୍ମକୁ ଫେରିଛନ୍ତି। ଏଥିସହ ରୋହିତ୍ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ରୋହିତ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିବାର ରେକର୍ଡ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି, ଯିଏ ମୋଟ ୫୩୪ ଛକା ମାରିଛନ୍ତି। ତାଙ୍କ ପରକୁ ପାକିସ୍ତାନର ଶାହିନ୍ ଆଫ୍ରିଦି (୪୭୬ ଛକା) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏବେ ସର୍ବାଧିକ ଛକା ମାରିବାରେ ଦୁନିଆର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାଛଡ଼ା ରୋହିତ୍ ଆଉ କିଛି ରେକର୍ଡ ମଧ୍ୟ କରିଛନ୍ତି।

ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନର ରେକର୍ଡ ଏବେ ରୋହିତଙ୍କ ନାଁରେ ହୋଇଛି। ରୋହିତ୍ ୯୬ ଇନିଂସରେ ୨୬୩୩ ରନ୍ କରି ବିରାଟ୍‌ କୋହଲିଙ୍କୁ ପଛରେ ପକାଇଛନ୍ତି। ପୂର୍ବ ମ୍ୟାଚରେ ବିରାଟ୍ ରୋହିତଙ୍କୁ ଟପି ଟି-୨୦ରେ ସର୍ବାଧିକ ରନ୍ କରିଥିଲେ। ତେବେ ରୋହିତଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୧ ରନ୍ ଆବଶ୍ୟକ ହେଉଥିଲା, ଯାହା ସେ ସହଜରେ ହାସଲ କରିନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story