ଶ୍ରୀନିବାସନଙ୍କ ଝିଅ ହେଲେ ଟିଏନସିଏର ସଭାପତି

ଚେନ୍ନାଇ: ବିସିସିଆଇର ପୂର୍ବତନ ମୁଖ୍ୟ ଏନ୍ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ପ୍ରଥମ ମହିଳା ଭାବେ ବିସିସିଆଇର କୌଣସି ରାଜ୍ୟ ୟୁନିଟର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ରୂପା ଗୁରୁନାଥ ମୟପ୍ପନଙ୍କ ପତ୍ନୀ, ଯାହାଙ୍କ ଉପରେ ୨୦୧୩ରେ ଆଇପିଏଲରେ ସ୍ପଟ୍ ଫିକ୍ସିଂରେ ସାମିଲ୍ ହେବା ନେଇ ଆଜୀବନ ବାସନ୍ଦ ଲାଗିଥିଲା। ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରାଯାଇଛି। […]

rupa

rupa

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 05:06 PM IST

ଚେନ୍ନାଇ: ବିସିସିଆଇର ପୂର୍ବତନ ମୁଖ୍ୟ ଏନ୍ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସେ ପ୍ରଥମ ମହିଳା ଭାବେ ବିସିସିଆଇର କୌଣସି ରାଜ୍ୟ ୟୁନିଟର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ରୂପା ଗୁରୁନାଥ ମୟପ୍ପନଙ୍କ ପତ୍ନୀ, ଯାହାଙ୍କ ଉପରେ ୨୦୧୩ରେ ଆଇପିଏଲରେ ସ୍ପଟ୍ ଫିକ୍ସିଂରେ ସାମିଲ୍ ହେବା ନେଇ ଆଜୀବନ ବାସନ୍ଦ ଲାଗିଥିଲା।

ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରାଯାଇଛି। ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ବୁଧବାର ସନ୍ଧ୍ୟା ୫ଟା ବେଳେ ଶେଷ ହୋଇଥିଲା, ଯାହା ପରେ ସଭାପତି ପଦ ପାଇଁ କେବଳ ରୂପାଙ୍କ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଟିଏନସିଏର ନିୟମ ଅନୁଯାୟୀ, ବାର୍ଷିକ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କ ନାଁ ଘୋଷଣା କରାଯାଇଥିଲା।

ରବିବାର ଟିଏନସିଏର କାର୍ଯ୍ୟକାରୀ କମିଟି ୨୬ ତାରିଖରେ ନିର୍ବାଚନ ହେବା ନେଇ ନିଷ୍ପତ୍ତି ନେଇଥିଲା। ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ରାଜ୍ୟ ୟୁନିଟର ନିର୍ବାଚନ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇଥିଲେ, ଯେଉଁକାରଣରୁ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ପୂରଣ କରାଯାଇଥିଲା। ଏବେ ଏହି ସମୟସୀମାକୁ ଅକ୍ଟୋବର ୪ ତାରିଖକୁ ବୃଦ୍ଧି କରାଯାଇଛି।

ଟିଏନସିଏର ଅନ୍ୟ ପଦବୀ ଗୁଡ଼ିକରେ ଟିଜେ ଶ୍ରୀନିବାସ ଓ ଡ. ପି ଅଶୋକ ସିଗାମଣି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଆରଏସ୍ ରାମାସାମୀ ସମ୍ପାଦକ, କେ.ଏ ଶଙ୍କର ଯୁଗ୍ମ ସମ୍ପାଦକ, ଏନ୍. ଭେଙ୍କଟରମଣ ସହସମ୍ପାଦକ ଏବଂ ପି. ପାର୍ଥସାରଥୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story