ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ 'ନାଡା'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଶୁକ୍ରବାର ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନସ୍ଥ ହେବାକୁ ରାଜି ହୋଇଛି। ଯାହା ଫଳରେ ଏବେ ଭାରତୀୟ କ୍ରିକେଟର ଡୋପ୍ ଟେଷ୍ଟ କେବେବି ଏବଂ କୌଣସି ସ୍ଥାନରେ ବି ହୋଇପାରିବ ବୋଲି କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା କହିଛନ୍ତି। ସେ କହିଛନ୍ତି, ଆମେ ଯେଉଁଠି ଚାହିଁବୁ, କ୍ରିକେଟରଙ୍କ ପରୀକ୍ଷଣ କରିପାରିବୁ। ଏବେ ବିସିସିଆଇ ପାଖରେ ନିୟମ ପାଳନ କରିବା ଛଡ଼ା ଆଉ କିଛି ବିକଳ୍ପ ନଥିଲା। ଏପର୍ଯ୍ୟନ୍ତ […]

nada1

nada1

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 10:27 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଶୁକ୍ରବାର ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନସ୍ଥ ହେବାକୁ ରାଜି ହୋଇଛି। ଯାହା ଫଳରେ ଏବେ ଭାରତୀୟ କ୍ରିକେଟର ଡୋପ୍ ଟେଷ୍ଟ କେବେବି ଏବଂ କୌଣସି ସ୍ଥାନରେ ବି ହୋଇପାରିବ ବୋଲି କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା କହିଛନ୍ତି। ସେ କହିଛନ୍ତି, ଆମେ ଯେଉଁଠି ଚାହିଁବୁ, କ୍ରିକେଟରଙ୍କ ପରୀକ୍ଷଣ କରିପାରିବୁ। ଏବେ ବିସିସିଆଇ ପାଖରେ ନିୟମ ପାଳନ କରିବା ଛଡ଼ା ଆଉ କିଛି ବିକଳ୍ପ ନଥିଲା।

ଏପର୍ଯ୍ୟନ୍ତ ସ୍ୱିଡେନର ଅନ୍ତର୍ଜାତୀୟ ଡୋପ୍ ପରୀକ୍ଷଣ ମ୍ୟାନେଜମେଣ୍ଟ୍ (ଆଇଡିଟିଏମ୍) କ୍ରିକେଟରଙ୍କ ସାମ୍ପଲ ଏକତ୍ରିତ କରୁଥିଲା ଏବଂ ଏହାକୁ ଜାତୀୟ ଡୋପ୍ ପରୀକ୍ଷଣ ପ୍ରୟୋଗଶାଳା (ଏନଡିଟିଏଲ୍)କୁ ଦେଉଥିଲା। ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କରିବା ପରେ ଝୁଲାନିୟା କହିଛନ୍ତି, ଆଇଡିଟିଏମ୍ ଏକ ବାହାର ଏଜେନ୍ସି ଥିଲା, ଯାହାକୁ ବିସିସିଆଇ ରଖିଥିଲା। ଏବେ ସବୁକିଛି 'ନାଡା' ପାଖରେ ରହିବ।

ମୁଁ ବିସିସିଆଇକୁ ସ୍ପଷ୍ଟ କରିଦେଇଛି ଯେ, ଆପଣଙ୍କ ପାଖରେ ନିୟମ ପାଳନ କରିବା କିମ୍ବା ନକରିବାର କୌଣସି ବିକଳ୍ପ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଆଇନ୍ ଆଗରେ ସବୁ ମହାସଂଘ ସମାନ। ଏବେ ଖେଳାଳିଙ୍କର ପରୀକ୍ଷଣ ପାଇଁ କାହାଠାରୁ କୌଣସି ମଞ୍ଜୁରିର ଆବଶ୍ୟକତା ପଡ଼ିବନି ବୋଲି ଝୁଲାନିୟା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story