ପଦାର୍ପଣରେ ଚମକିଲେ ନଭଦୀପ ସାଇନି

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଛନ୍ତି ଯୁବ ପେସ୍ ବୋଲର ନଭଦୀପ ସାଇନି। ସାଇନିଙ୍କୁ ଦୀପକ ଚହରଙ୍କ ସ୍ଥାନରେ ଟିମରେ ସାମିଲ୍ କରାଯାଇଥିଲା। ତେବେ କ୍ୟାପଟେନ୍ କୋହଲି ଏହି ପେସରଙ୍କୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିବାର ସୁଯୋଗ ଦେଇଥିଲେ। ସାଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ନିଜର ପ୍ରଥମ ମ୍ୟାଚରେ ସାଇନି କମାଲ୍ କରି ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି। ତେବେ ବଡ଼ କଥା ହେଉଛି ସାଇନି […]

saini

saini

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 06:51 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ କରିଛନ୍ତି ଯୁବ ପେସ୍ ବୋଲର ନଭଦୀପ ସାଇନି। ସାଇନିଙ୍କୁ ଦୀପକ ଚହରଙ୍କ ସ୍ଥାନରେ ଟିମରେ ସାମିଲ୍ କରାଯାଇଥିଲା। ତେବେ କ୍ୟାପଟେନ୍ କୋହଲି ଏହି ପେସରଙ୍କୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିବାର ସୁଯୋଗ ଦେଇଥିଲେ।

ସାଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ନିଜର ପ୍ରଥମ ମ୍ୟାଚରେ ସାଇନି କମାଲ୍ କରି ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି। ତେବେ ବଡ଼ କଥା ହେଉଛି ସାଇନି ମ୍ୟାଚର ପ୍ରଥମ କ୍ୟାଚ୍ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କ ବୋଲିଂରେ ଏଭିନ୍ ଲୁଇସ୍ ଛକା ମାରିବାକୁ ପ୍ରୟାସ କରିଥିଲେ, ଯାହାକୁ ବାଉଣ୍ଡ୍ରୀରେ ସାଇନି କ୍ୟାଚ୍ ଧରି ନେଇଥିଲେ।

ଏହାଛଡ଼ା ସେ ଇଣ୍ଡିଜର ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋଷ୍ଟନ୍ ଚେଜ୍ ଓ ଶିମରନ୍ ହେଟମେୟରଙ୍କ ୱିକେଟ୍ ମଧ୍ୟ ପାଇ ନିଜ ପଦାର୍ପଣକୁ ସଫଳ କରିଛନ୍ତି। ଶେଷ ଦୁଇ-ତିନି ଓଭରରେ ସାଇନି ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story