ପ୍ରଥମ ଟେଷ୍ଟରେ ଧୋନୀଙ୍କୁ ପଛରେ ପକାଇ ଏହି ଭାରତୀୟ ରଚିଲେ ବିଶ୍ୱ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେପ୍‌ଟାଉନ୍‌ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭୨ ରନରେ ପରାସ୍ତ କରିଛି। କିନ୍ତୁ ଭାରତର ୱିକେଟ୍ କିପର୍‌ ରିଦ୍ଧିମାନ ଶାହା ଏହି ମ୍ୟାଚ୍‌ରେ ନିଜର ଯାଦୁ ଦେଖାଇଛନ୍ତି। ରିଦ୍ଧିମାନ ବ୍ୟାଟିଂରେ କିଛି କରିପାରିନଥିବା ସ୍ଥଳେ ୱିକେଟ୍‌ ପଛରେ ରହି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆଉଟ୍‌ କରିବା ସହ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ରିଦ୍ଧିମାନ ପ୍ରଥମ ୱିକେଟ୍‌ କିପର ଭାବେ ଗୋଟିଏ ମ୍ୟାଚ୍‌ରେ ୱିକେଟ୍‌ ପଛରେ ରହି ୧୦ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ […]

Hardik Pandya,Nuwan Pradeep

Hardik Pandya,Nuwan Pradeep

Ordigital Desk
  • Published: Tuesday, 09 January 2018
  • Updated: 09 January 2018, 10:12 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେପ୍‌ଟାଉନ୍‌ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭୨ ରନରେ ପରାସ୍ତ କରିଛି। କିନ୍ତୁ ଭାରତର ୱିକେଟ୍ କିପର୍‌ ରିଦ୍ଧିମାନ ଶାହା ଏହି ମ୍ୟାଚ୍‌ରେ ନିଜର ଯାଦୁ ଦେଖାଇଛନ୍ତି। ରିଦ୍ଧିମାନ ବ୍ୟାଟିଂରେ କିଛି କରିପାରିନଥିବା ସ୍ଥଳେ ୱିକେଟ୍‌ ପଛରେ ରହି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆଉଟ୍‌ କରିବା ସହ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ରିଦ୍ଧିମାନ ପ୍ରଥମ ୱିକେଟ୍‌ କିପର ଭାବେ ଗୋଟିଏ ମ୍ୟାଚ୍‌ରେ ୱିକେଟ୍‌ ପଛରେ ରହି ୧୦ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଛନ୍ତି।

ବିଶ୍ୱ କ୍ରିକେଟ୍‌ରେ ଆଜି ପର୍ଯ୍ୟନ୍ତ ଗୋଟିଏ ଟେଷ୍ଟରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ଧୋନୀଙ୍କ ନାଁରେ ରହିଥିଲା। ଧୋନୀ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ଣ୍ଣ ଟେଷ୍ଟରେ ୯ଜଣଙ୍କୁ ଆଉଟ୍‌ କରାଇଥିଲେ। ଏହି ମ୍ୟାଚ୍‌ ପରେ ଧୋନୀ ଟେଷ୍ଟ ମ୍ୟାଚ୍‌ରୁ ଅବସର ନେଇଯାଇଥିଲେ। ଏହି ରେକର୍ଡକୁ କେପ୍‌ଟାଉନ୍ ଟେଷ୍ଟରେ ଭାଙ୍ଗିଦେଇଛନ୍ତି ଶାହା। ସେ ପ୍ରଥମ ଇଂନିସରେ ୫ଜଣ ଓ ଦ୍ୱିତୀୟ ଇଂନିସରେ ୫ଜଣଙ୍କୁ ଶିକାର କରିଥିଲେ।

ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ ୨୮୬ ରନ କରିଥିବା ବେଳେ ଭାରତ ତାର ପ୍ରଥମ ଇଂନିସରେ ୨୦୯ ରନ କରିଥିଲା। ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆପ୍ରିକା ୧୩୦ ରନରେ ଅଲ୍ ଆଉଟ୍‌ ହେବାପରେ ଭାରତ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକାର ବୋଲିଂକୁ ସମ୍ନା କରି ନପାରି ଭାରତ ୧୩୫ରନରେ ଅଲ ଆଉଟ୍‌ ହୋଇଯାଇଥିଲା। ଫଳରେ ପ୍ରଥମ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ୭୨ରନରେ ଜିତିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story