୭ କୋଟିର କ୍ଷତି ସହିବେ ଗାଙ୍ଗୁଲି!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ପ୍ରଶାସକଙ୍କ ନୂଆ ଟିମ୍ ଆସନ୍ତା ୨୩ ତାରିଖରେ ନିଜ ନିଜର ପଦବୀ ସମ୍ଭାଳିବେ। ଅଧ୍ୟକ୍ଷ ହେବା ଦ୍ୱାରା ଗାଙ୍ଗୁଲିଙ୍କୁ ଅତିକମରେ ୭କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ବିସିସିଆଇର ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ୧୦ମାସ ହେବ, କାରଣ ତାଙ୍କୁ ସେପ୍ଟେମ୍ବର, ୨୦୨୦ ପରେ କୁଲିଙ୍ଗ୍ ଅଫ୍ ପିରିୟଡରେ ଯିବାକୁ ପଡ଼ିବ। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ୍ କମେଣ୍ଟ୍ରୀ […]

saurav

saurav

Ranjit Kumar Jena
  • Published: Tuesday, 15 October 2019
  • Updated: 15 October 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ପ୍ରଶାସକଙ୍କ ନୂଆ ଟିମ୍ ଆସନ୍ତା ୨୩ ତାରିଖରେ ନିଜ ନିଜର ପଦବୀ ସମ୍ଭାଳିବେ। ଅଧ୍ୟକ୍ଷ ହେବା ଦ୍ୱାରା ଗାଙ୍ଗୁଲିଙ୍କୁ ଅତିକମରେ ୭କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ବିସିସିଆଇର ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ୧୦ମାସ ହେବ, କାରଣ ତାଙ୍କୁ ସେପ୍ଟେମ୍ବର, ୨୦୨୦ ପରେ କୁଲିଙ୍ଗ୍ ଅଫ୍ ପିରିୟଡରେ ଯିବାକୁ ପଡ଼ିବ।

୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ୍ କମେଣ୍ଟ୍ରୀ କରୁଛନ୍ତି ଏବଂ କିଛି ବିଜ୍ଞାପନ ସହ ମଧ୍ୟ ଯୋଡ଼ି ହୋଇ ଅଛନ୍ତି। ଏବେ ବିସିସିଆଇ ଅଧ୍ୟକ୍ଷ ହେବା ଦ୍ୱାରା ତାଙ୍କୁ ମୋଟାଅଙ୍କର କ୍ଷତି ସହିବାକୁ ପଡ଼ିବ। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୨୦୦୩ ବିଶ୍ୱକପରେ ରନର୍ସଅପ୍ ହୋଇଥିଲା। ତାଙ୍କୁ ଭାରତର ସବୁଠାରୁ ଆକ୍ରମଣାତ୍ମକ କ୍ୟାପଟେନ୍ ଭାବେ ବିବେଚିତ କରାଯାଏ ଏବଂ ସବୁବେଳେ ନିଜ ନିଷ୍ପତ୍ତି ଉପରେ ଅଡ଼ି ରୁହନ୍ତି।

କୁହାଯାଉଛି ଯେ, କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏସି) ଅଧ୍ୟକ୍ଷ ଥିବା ଗାଙ୍ଗୁଲି ବିସିସିଆଇର ମୁଖ୍ୟ ପଦ ସମ୍ଭାଳିବା ପରେ କମେଣ୍ଟ୍ରୀ ଛାଡ଼ିବେ। କେବଳ ଏତିକି ନୁହେଁ, ତାଙ୍କୁ ମିଡିଆ କଣ୍ଟ୍ରାକ୍ଟ ଏବଂ କମର୍ଶିଆଲ୍ ଚୁକ୍ତିକୁ ମଧ୍ୟ ବାତିଲ କରିବାକୁ ପଡ଼ିବ। ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିବା ଦ୍ୱାରା ସେ ଅନ୍ୟ କୌଣସି କାର୍ଯ୍ୟକଳାପରେ ସଂପୃକ୍ତ ରହିପାରିବେ ନାହିଁ। ସେ ବିଜ୍ଞାପନ ବ୍ୟତୀତ ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ମଧ୍ୟ ସାମିଲ୍ ଅଛନ୍ତି। ତେଣୁ ବିସିସିଆଇର ବଡ଼ ପଦବୀରେ ରହିବା ପରେ ଗାଙ୍ଗୁଲିଙ୍କୁ ବାକି ସବୁ ଚୁକ୍ତି ବାତିଲ୍ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story