ଏହି ଖେଳାଳିଙ୍କୁ କିଣି ନଥିବାରୁ ମୁଁ ଦୁଃଖିତ: ନିଲାମୀ ପରେ କହିଲେ ନୀତା ଅମ୍ବାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ନିଲାମୀ ଶେଷ ହୋଇଯାଇଛି। ଏପ୍ରିଲ ୬ ତାରିଖରେ ଓପନିଂ ସେରିମୋନୀ ଏବଂ ଏପ୍ରିଲ ୭ ତାରିଖରେ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ଜାନୁଆରୀ ୨୭ ଓ ୨୮ ତାରିଖ ବାଙ୍ଗାଲୋର ଠାରେ ନିଲମୀ କରାଯାଇଥିଲା। ଏହି ନିଲାମୀରେ ପ୍ରଥମ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପୋଲାର୍ଡଙ୍କୁ କିଣିଥିଲା। ଏଥିପାଇଁ ମୁମ୍ବାଇ ୫.୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅନ୍ୟପଟେ ଦୀର୍ଘ ୧୦ ବର୍ଷ ଧରି ଟିମ୍‌ରେ ସାମିଲ ଥିବା ହରଭଜନ ସିଂଙ୍କୁ […]

Neeta_Ambani-PTI

Neeta_Ambani-PTI

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 11:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ନିଲାମୀ ଶେଷ ହୋଇଯାଇଛି। ଏପ୍ରିଲ ୬ ତାରିଖରେ ଓପନିଂ ସେରିମୋନୀ ଏବଂ ଏପ୍ରିଲ ୭ ତାରିଖରେ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ ଜାନୁଆରୀ ୨୭ ଓ ୨୮ ତାରିଖ ବାଙ୍ଗାଲୋର ଠାରେ ନିଲମୀ କରାଯାଇଥିଲା। ଏହି ନିଲାମୀରେ ପ୍ରଥମ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପୋଲାର୍ଡଙ୍କୁ କିଣିଥିଲା। ଏଥିପାଇଁ ମୁମ୍ବାଇ ୫.୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅନ୍ୟପଟେ ଦୀର୍ଘ ୧୦ ବର୍ଷ ଧରି ଟିମ୍‌ରେ ସାମିଲ ଥିବା ହରଭଜନ ସିଂଙ୍କୁ ଏଥର ଚେନ୍ନାଇ ସୁପରକିଙ୍ଗ କିଣିଛି।

ନିଲାମୀ ଶେଷରେ ମୁମ୍ବାଇ ଇଣ୍ଡିଆନ୍ସର ଓନର୍‌ ନୀତା ଅମ୍ବାନୀ କହିଥିଲେ, ହରଭଜନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଏଥର ଦେଖିବାକୁ ମିଳିବନି, ଏଥିପାଇଁ ସେ ଦୁଃଖିତ। ନୀତା ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ବି ଏଥିପାଇଁ ଦୁଃଖିତ ଥିବା କହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ରେ ହରଭଜନ ଗତ ୧୦ଟି ସିଜିନ ଖେଳି ୧୨୭ ୱିକେଟ୍‌ ହାସଲ କରିଛନ୍ତି। ଆଇପିଏଲ୍‌ ନିଲମୀ ପୂର୍ବରୁ ମୁମ୍ବାଇ ରୋହିତ ଶର୍ମା, ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଥିଲା। ୨୦୧୮ ଆଇପିଏଲରେ ହରଭଜନ ପ୍ରଥମ ଥର ପାଇଁ ମୁମ୍ବାଇ ଟିମ୍‌ ଛାଡ଼ି ଧୋନୀଙ୍କ ନେତୃତ୍ୱରେ ସିଏସ୍‌କେ ଟିମ୍‌ରେ ଖେଳିବେ। ଚେନ୍ନାଇ ତାଙ୍କୁ ୨ କୋଟିରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story