ସାଂଘାଇ ମାଷ୍ଟର କ୍ୱାଟର୍ସରେ ଜୋକୋଭିକ୍‌

ସାଂଘାଇ: ସର୍ବିଆ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ସାଂଘାଇ ରୋଲେକ୍ସ ମାଷ୍ଟରର କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କାନାଡ଼ାର ଭାସେକ ପୋସ୍‌ପିସିଲଙ୍କୁ ପରାସ୍ତ କରିଛନ୍ତି। ମାତ୍ର ୨୦ ମିନିଟ୍‌ର ମ୍ୟାଚ୍‌ରେ ଜୋକୋଭିକ୍‌ ଭାସେକ୍‌ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। କ୍ୱାଟର ଫାଇନାଲରେ ସେ ବିଶ୍ୱ ମାନ୍ୟତାର ୧୧୦ ନମ୍ବର ଖେଳାଳି ଜର୍ମାନୀର ମିସ୍‌ଚା ଜିଭେରଭ୍‌ଙ୍କୁ ଭେଟିବେ।

Novak-Djokovic

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 06:08 PM IST

ସାଂଘାଇ: ସର୍ବିଆ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ସାଂଘାଇ ରୋଲେକ୍ସ ମାଷ୍ଟରର କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କାନାଡ଼ାର ଭାସେକ ପୋସ୍‌ପିସିଲଙ୍କୁ ପରାସ୍ତ କରିଛନ୍ତି।

ମାତ୍ର ୨୦ ମିନିଟ୍‌ର ମ୍ୟାଚ୍‌ରେ ଜୋକୋଭିକ୍‌ ଭାସେକ୍‌ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ। କ୍ୱାଟର ଫାଇନାଲରେ ସେ ବିଶ୍ୱ ମାନ୍ୟତାର ୧୧୦ ନମ୍ବର ଖେଳାଳି ଜର୍ମାନୀର ମିସ୍‌ଚା ଜିଭେରଭ୍‌ଙ୍କୁ ଭେଟିବେ।

Related story