ରୋଜର୍ସ କପ୍‌ ଫାଇନାଲ: ଜୋକୋଭିକ୍‌କୁ ଭେଟିବେ ନିଶିକୋରି

ଜୋହାନ୍ସବର୍ଗ: ୧୦ ସିଡ୍‌ ଜିଓଲ୍‌ ମନ୍‌ଫିଲ୍ସଙ୍କୁ ହରାଇ ଟରେଣ୍ଟୋରେ ଖେଳାଯାଇଥିବା ରୋଜର୍ସ କପ୍‌ ଫାଇନାଲକୁ ଯାଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିକ୍‌। ଫାଇନାଲରେ ସେ ତୃତୀୟ ସିଡ୍‌ କେଇ ନିଶିକୋରିଙ୍କୁ ଭେଟିବେ। ୧ ଘଣ୍ଟା ୧୩ ମିନିଟ୍‌ ଧରି ଖେଳାଯାଇଥିବା ସେମିଫାଇନାଲର ପୁରୁଷ ଏକକ ବର୍ଗରେ ଜୋକୋଭିକ୍‌ ୬-୩, ୬-୨ରେ ଫ୍ରାନ୍ସର ମନ୍‌ଫିଲ୍ସଙ୍କୁ ପରାଜିତ କରିଛନ୍ତି।

novak-djokovic

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 06:02 PM IST

ଜୋହାନ୍ସବର୍ଗ: ୧୦ ସିଡ୍‌ ଜିଓଲ୍‌ ମନ୍‌ଫିଲ୍ସଙ୍କୁ ହରାଇ ଟରେଣ୍ଟୋରେ ଖେଳାଯାଇଥିବା ରୋଜର୍ସ କପ୍‌ ଫାଇନାଲକୁ ଯାଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିକ୍‌।

ଫାଇନାଲରେ ସେ ତୃତୀୟ ସିଡ୍‌ କେଇ ନିଶିକୋରିଙ୍କୁ ଭେଟିବେ।

୧ ଘଣ୍ଟା ୧୩ ମିନିଟ୍‌ ଧରି ଖେଳାଯାଇଥିବା ସେମିଫାଇନାଲର ପୁରୁଷ ଏକକ ବର୍ଗରେ ଜୋକୋଭିକ୍‌ ୬-୩, ୬-୨ରେ ଫ୍ରାନ୍ସର ମନ୍‌ଫିଲ୍ସଙ୍କୁ ପରାଜିତ କରିଛନ୍ତି।

Related story