ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌: ନୂଆନ୍‌ଙ୍କ ସ୍ଥାନରେ ପେରେରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌ ପୂର୍ବରୁ ଆହତ କାରଣରୁ ନୂଆନ୍‌ ପ୍ରଦୀପ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଏଞ୍ଜେଲୋ ପେରେରା। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜଂଘ ମାଂସପେଶୀରେ ଆହତ ହେବା କାରଣରୁ ନୂଆନ୍‌ ଦଳରୁ ବାଦ୍‌ ପଡିଥିଲେ। ଦଳରେ ପ୍ରମୁଖ ବୋଲରଙ୍କ ମଧ୍ୟରୁ ଜଣେ ନୂଆନ୍‌ଙ୍କୁ ଚୟନକର୍ତ୍ତା ବାଦ୍‌ ଦେଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଏଞ୍ଜଲୋ ପେରେରାଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

Pradeep

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:28 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌ ପୂର୍ବରୁ ଆହତ କାରଣରୁ ନୂଆନ୍‌ ପ୍ରଦୀପ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଏଞ୍ଜେଲୋ ପେରେରା।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜଂଘ ମାଂସପେଶୀରେ ଆହତ ହେବା କାରଣରୁ ନୂଆନ୍‌ ଦଳରୁ ବାଦ୍‌ ପଡିଥିଲେ।

ଦଳରେ ପ୍ରମୁଖ ବୋଲରଙ୍କ ମଧ୍ୟରୁ ଜଣେ ନୂଆନ୍‌ଙ୍କୁ ଚୟନକର୍ତ୍ତା ବାଦ୍‌ ଦେଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଏଞ୍ଜଲୋ ପେରେରାଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

Related story