ଓଡ଼ିଶାରେ ହେବ ଆଇପିଏଲ ଶୈଳୀରେ ସ୍ନୁକର ପ୍ରିମିୟମ ଲିଗ୍

ଭୁବନେଶ୍ୱର: ଓଡ଼ିଶାରେ ହେବ ଆଇପିଏଲ ଷ୍ଟାଇଲରେ ସ୍ନୁକର ପ୍ରିମିୟର ଲିଗ୍। ଓଡ଼ିଶାରେ ପ୍ରଥମଥର ପାଇଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। ମୋଟ ୪ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ପ୍ରିମିୟର ଲିଗ୍ ପାଇଁ ଭୁବନେଶ୍ୱରରେ ଟିମ୍ ଫ୍ର।ଞ୍ଚାଇଜ୍ ନିଲାମ ଓ ଖେଳାଳି ଚୟନ କରାଯାଇଛି। ଆଇପିଏଲରେ ଭଳି ଏଠାରେ ବି ଖଳାଳିଙ୍କୁ ନେଇ ଚାଲିଛି ମୂଲଚାଲ। ନିଲାମ ହୋଇଛନ୍ତି ରାଜ୍ୟର ବଛା ବଛା ସ୍ନୁକର ଖେଳାଳି। ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଥିବା ସ୍ନୁକର ପ୍ରିମିୟର […]

sonkar

sonkar

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 05:58 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ହେବ ଆଇପିଏଲ ଷ୍ଟାଇଲରେ ସ୍ନୁକର ପ୍ରିମିୟର ଲିଗ୍। ଓଡ଼ିଶାରେ ପ୍ରଥମଥର ପାଇଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। ମୋଟ ୪ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ପ୍ରିମିୟର ଲିଗ୍ ପାଇଁ ଭୁବନେଶ୍ୱରରେ ଟିମ୍ ଫ୍ର।ଞ୍ଚାଇଜ୍ ନିଲାମ ଓ ଖେଳାଳି ଚୟନ କରାଯାଇଛି।

ଆଇପିଏଲରେ ଭଳି ଏଠାରେ ବି ଖଳାଳିଙ୍କୁ ନେଇ ଚାଲିଛି ମୂଲଚାଲ। ନିଲାମ ହୋଇଛନ୍ତି ରାଜ୍ୟର ବଛା ବଛା ସ୍ନୁକର ଖେଳାଳି। ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଥିବା ସ୍ନୁକର ପ୍ରିମିୟର ଲିଗ୍ ପାଇଁ ଫ୍ର।ଞ୍ଚାଇଜ୍ ଟିମ୍ ଓନରମାନେ ଖେଳାଳି ଚୟନ କରିଛନ୍ତି। ଏଥିସହ ୪ଟି ଦଳର ଓନର ଫ୍ର।ଞ୍ଚାଇଜ୍ ଟିମ୍ କିଣିଛନ୍ତି। ଗୋଟିଏ ଫ୍ର।ଞ୍ଚାଇଜ୍ ଟିମ୍ କେବଳ ୪ଜଣ ଖେଳାଳିଙ୍କୁ କିଣିବା ଲାଗି ନିୟମ ରହିଥିଲା ।

ଏହି ସ୍ନୁକର ପ୍ରିମିଅର ଲିଗ୍ ପାଇଁ ମୋଟ ୪ଟି ଦଳ କ୍ୟୁଇଙ୍ଗ୍ ସାଡେଲ, ବାଇଜେ ରୁଲର୍ସ, ପର୍ପଲ ସ୍କୁଇରେସଲ ଓ ବ୍ଲ୍ୟୁ ହକସ୍ ଭଳି ଫ୍ର।ଞ୍ଚାଇଜ୍ ଟିମର ଓନର ଖେଳାଳି ଚୟନ କରିଛନ୍ତି । ଏଥିପାଇଁ ମୋଟ ୨୪ଜଣ ଖେଳାଳିଙ୍କୁ ନିଲାମ ତାଲିକାରେ ରଖାଯାଇଥିଲା। ଲିଗରେ ପ୍ରଥମ ସଂସ୍କରଣରେ ଦାମୀ ଖେଳାଳି ରହିଛନ୍ତି ସୁବ୍ରତ ଦାସ ଏବଂ ରାକେଶ ରୋଶନ ପ୍ରଧାନ। ଆସନ୍ତା ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଏହି ସ୍ନୁକର ପ୍ରିମିୟର ଲିଗ୍। ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରାୟୋଜକ ରହିଛି ମହାବୀର ଗ୍ରୁପ୍ ଅପ ଇନଷ୍ଟିଚ୍ୟୁଟସ୍ । ଏଭଳି ପ୍ରତିଯୋଗିତା ଓଡ଼ିଶାରେ ସ୍ନୁକର ଖେଳାଳିଙ୍କୁ ଭଲ ପ୍ଲାଟଫର୍ମ୍ ଯୋଗାଇ ଦେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story