ଶୁକ୍ରବାର ଓସିଏ ନିର୍ବାଚନ, କିଏ ଧରିବ ରାଜ୍ୟ କ୍ରିକେଟର ମଙ୍ଗ

କଟକ (ଓଡ଼ିଶା ରିପୋର୍ଟର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୁକ୍ରବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ନିର୍ବାଚନ ହେବ। ନିର୍ବାଚନ ପାଇଁ ଏବେ କ୍ରୀଡ଼ା ରାଜନୀତି ସରଗରମ। ୭୩ଜଣ ଭୋଟର ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ନିର୍ବାଚନରେ ବହୁ ହେଭିୱେଟ୍ ପ୍ରାର୍ଥୀ ଅଛନ୍ତି। ୫ଟି ପଦବୀ ମଧ୍ୟରୁ ଏଥର ୧୦ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼େଇ କରୁଛନ୍ତି। ଆସନ୍ତାକାଲି ଓସିଏ କନଫରେନ୍ସ ହଲରେ ସକାଳ ୧୧ଟାରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା […]

OCA1

OCA1

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 08:16 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୁକ୍ରବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ନିର୍ବାଚନ ହେବ। ନିର୍ବାଚନ ପାଇଁ ଏବେ କ୍ରୀଡ଼ା ରାଜନୀତି ସରଗରମ। ୭୩ଜଣ ଭୋଟର ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ନିର୍ବାଚନରେ ବହୁ ହେଭିୱେଟ୍ ପ୍ରାର୍ଥୀ ଅଛନ୍ତି। ୫ଟି ପଦବୀ ମଧ୍ୟରୁ ଏଥର ୧୦ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼େଇ କରୁଛନ୍ତି।

ଆସନ୍ତାକାଲି ଓସିଏ କନଫରେନ୍ସ ହଲରେ ସକାଳ ୧୧ଟାରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ। ତେବେ ରାଜ୍ୟ କ୍ରିକେଟର ନୂଆ ମଙ୍ଗୁଆଳ କିଏ ହେବ, ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଚଳିତ ନିର୍ବାଚନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଛା ନିର୍ବାଚନର ଉଷ୍ମତାକୁ ବଢ଼ାଇ ଦେଇଛି। ସମ୍ପାଦକ ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଚୟ ବେହେରା ଏବଂ କ୍ରୀଡ଼ା ସଂଗଠକ ନବ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସଭାପତି ଦୌଡ଼ରେ ପ୍ରଦୀପ ଚୌହାନ୍ ଓ ବୌଦ୍ଧ ଜିଲ୍ଲାର ପଙ୍କଜ ଲୋଚନ ମହାନ୍ତି ଅଛନ୍ତି।

ଉଭୟ ଗୋଷ୍ଠୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଦୀର୍ଘବର୍ଷ ଧରି ଆଶୀର୍ବାଦଙ୍କ କବଜାରେ ଥିବା ଓସିଏ ଏବେ ତାଙ୍କ ପୁଅ ସଞ୍ଜୟଙ୍କ ହାତରେ ରହୁଛି ନା ଅନ୍ୟ ଗୋଷ୍ଠୀ ହାତକୁ ଯାଉଛି, ତାହା ଶୁକ୍ରବାର ସ୍ପଷ୍ଟ ହୋଇଯିବ। ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଭୋଟର ତାଲିକାରେ ୩ ଅନ୍ତର୍ଜାତୀୟ କ୍ରିକେଟରଙ୍କ ସହ ୭୩ଜଣ ଭୋଟର ସାମିଲ୍ ଅଛନ୍ତି। ଭୋଟରଙ୍କୁ ନେଇ ପ୍ରଥମେ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ସକାଳ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଚାଲିବ। ଭୋଟ ଗଣତି ପରେ ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚିତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଭୋଟ ଦେଇପାରିବେ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ତେବେ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଲେ, ସେ ସୁରକ୍ଷା ବଳୟ ଭିତରେ ଆସି ଭୋଟ୍ ଦେଇପାରିବେ। ଏପରିକି ତାଙ୍କ ପାଇଁ ସ୍ୱତନ୍ତ୍ର ବାଲାଟ ପେପର ମଧ୍ୟ ଜେଲ କର୍ତ୍ତୃପକ୍ଷଙ୍କୁ ପଠାଇ ଦିଆଯାଇଛି। କେବଳ ଆଶୀର୍ବାଦ ନୁହଁନ୍ତି, ଅନ୍ୟ ୨ଜଣ ଭୋଟରଙ୍କ ପାଇଁ ମଧ୍ୟ ବାଲାଟ ପେପର ପଠାଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story