୨୭ରୁ କଳିଙ୍ଗ ଷ୍ଟାଡିୟମରେ ଘରୋଇ ମ୍ୟାଚ୍ ଖେଳିବ ଓଡ଼ିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌)ର ଷଷ୍ଠ ସଂସ୍କରଣର ପ୍ରଥମ ତିନୋଟି ଘରୋଇ ମ୍ୟାଚ୍ ପୁଣେରେ ଖେଳିବା ପରେ ଓଡ଼ିଶା ଏଫସି ଆସନ୍ତା ୨୭ ତାରିଖରୁ ତା’ର ସବୁଯାକ ଘରୋଇ ମ୍ୟାଚ୍ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ କରିବ। ଭୁବନେଶ୍ୱରରେ ଓଡ଼ିଶା ଏଫସି ତା’ର ପ୍ରଥମ ମ୍ୟାଚ୍ ଜାମଶେଦପୁର ଏଫସି ବିପକ୍ଷରେ ଖେଳିବ। ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ୨୦୨୦ ପାଇଁ କଳିଙ୍ଗ ଷ୍ଟାଡିୟମର ନବୀକରଣ କାମ ପୂରଣ ହେବାରେ ବିଳମ୍ବା କାରଣରୁ ଭୁବନେଶ୍ୱରରେ ଆଇଏସଏଲ୍ କ୍ଲବକୁ ତା’ର […]

odisha-fc

odisha-fc

Ranjit Kumar Jena
  • Published: Saturday, 14 December 2019
  • Updated: 14 December 2019, 06:07 PM IST

Sports

Latest News

ଭୁବନେଶ୍ୱର: ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌)ର ଷଷ୍ଠ ସଂସ୍କରଣର ପ୍ରଥମ ତିନୋଟି ଘରୋଇ ମ୍ୟାଚ୍ ପୁଣେରେ ଖେଳିବା ପରେ ଓଡ଼ିଶା ଏଫସି ଆସନ୍ତା ୨୭ ତାରିଖରୁ ତା'ର ସବୁଯାକ ଘରୋଇ ମ୍ୟାଚ୍ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ କରିବ। ଭୁବନେଶ୍ୱରରେ ଓଡ଼ିଶା ଏଫସି ତା'ର ପ୍ରଥମ ମ୍ୟାଚ୍ ଜାମଶେଦପୁର ଏଫସି ବିପକ୍ଷରେ ଖେଳିବ।

ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ୨୦୨୦ ପାଇଁ କଳିଙ୍ଗ ଷ୍ଟାଡିୟମର ନବୀକରଣ କାମ ପୂରଣ ହେବାରେ ବିଳମ୍ବା କାରଣରୁ ଭୁବନେଶ୍ୱରରେ ଆଇଏସଏଲ୍ କ୍ଲବକୁ ତା'ର ପ୍ରଥମ ତିନୋଟି ମ୍ୟାଚ୍ ପୁଣେରେ ଖେଳିବାକୁ ପଡ଼ିଥିଲା। ଏହି ତିନୋଟି ମ୍ୟାଚରେ ଓଡ଼ିଶା ଏଫସି ଯଥାକ୍ରମେ ଏଟିକେ ବିପକ୍ଷରେ ଡ୍ର', ବେଙ୍ଗାଲୁରୁଠାରୁ ପରାଜୟ ଏବଂ ହାଇଦ୍ରାବାଦ ଏଫସି ବିପକ୍ଷରେ ବିଜୟ ହାସଲ କରିଥିଲା।

ତେବେ ଭୁବନେଶ୍ୱରରେ ଘରୋଇ ମ୍ୟାଚ୍ ଖେଳିବା ନେଇ ଓଡ଼ିଶା ଏଫସିର ସିଇଓ ଆଶିଷ ଶାହ କହିଛନ୍ତି, ଭୁବନେଶ୍ୱର ବାହାରେ ଆମେ ଯେଉଁ ମ୍ୟାଚ୍ ଖେଳିଛୁ, ତାହା ବହୁତ ସଂଘର୍ଷପୂର୍ଣ୍ଣ ଥିଲା । ଏବେ ଆମେ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବା ନେଇ ବହୁତ ଖୁସି । ଓଡ଼ିଶାରେ କ୍ରୀଡ଼ାକୁ ନେଇ ଏକ ଅଲଗା ପ୍ରକାରର ଉତ୍କଣ୍ଠା ରହିଛି ଏବଂ ଆମର ବିଶ୍ୱାସ ଯେ କଳିଙ୍ଗ ଷ୍ଟାଡିୟମକୁ ହଜାର ହଜାର ସଂଖ୍ୟକ ଦର୍ଶକ ଫୁଟବଲ ମ୍ୟାଚ୍ ଦେଖିବାକୁ ଆସିବେ।

ସେହିପରି ଓଡ଼ିଶା ଏଫସି ମୁଖ୍ୟ କୋଚ୍ ଜୋସେପ୍ ଗୋମ୍ବାଉ କହିଛନ୍ତି, ଡିସେମ୍ବର ୨୭ ତାରିଖରେ ଘରୋଇ ଭେନ୍ୟୁରେ ମ୍ୟାଚ୍ ଖେଳିବା ଆମ ପାଇଁ ବଡ଼ ଖୁସି ଖବର। କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସାମ୍ନାରେ ମ୍ୟାଚ୍ ଖେଳିବା ନେଇ ଆମେ ବହୁତ ଉତ୍ସାହିତ ଅଛୁ ବୋଲି ଜୋସେପ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story